ଆଜିଠୁ କୋରାପୁଟରୁ କିରଣ୍ଡୁଲକୁ ଚାଲିବ ଟ୍ରେନ, ଦୀର୍ଘ ୧୬ଦିନ ପରେ ରେଳ ଚଳାଚଳ ସ୍ବାଭାବିକ

ଆଜିଠୁ କୋରାପୁଟରୁ କିରଣ୍ଡୁଲକୁ ପୁଣି ଚାଲିବ ଟ୍ରେନ । ଦୀର୍ଘ ୧୬ଦିନ ପରେ ରେଳ ଚଳାଚଳ ସ୍ବାଭାବିକ ହେବ । ସୋମବାର ବିଳମ୍ବିତ ରାତିରେ OHE ଟ୍ରେନ ପରୀକ୍ଷାମୂଳକ ଭାବେ ଚଳାଚଳ କରିଥିଲା।

କୋରାପୁଟ (କେନ୍ୟୁଜ): ଆଜିଠୁ କୋରାପୁଟରୁ କିରଣ୍ଡୁଲକୁ ପୁଣି ଚାଲିବ ଟ୍ରେନ । ଦୀର୍ଘ ୧୬ଦିନ ପରେ ରେଳ ଚଳାଚଳ ସ୍ବାଭାବିକ ହେବ । ସୋମବାର ବିଳମ୍ବିତ ରାତିରେ OHE ଟ୍ରେନ ପରୀକ୍ଷାମୂଳକ ଭାବେ ଚଳାଚଳ କରିଥିଲା। ପରେ ପ୍ରାଥମିକ ପର୍ଯ୍ୟାୟରେ କୋରାପୁଟ-କିରଣ୍ଡୁଲ ରେଳପଥରେ ମାଲବୋଝେଇ ଗାଡି ଚଳାଚଳ ଆରମ୍ଭ କରିଛି। ଜରଟି-ମାନବର ମଧ୍ୟରେ ଭୂସ୍ଖଳ ଯୋଗୁ ରେଳପଥରେ ମାଟି ଓ ପଥର ଅତଡା ଖସିଥିଲା । ଫଳରେ ଦୀର୍ଘଦିନ ଧରି ରେଳ ଚଳାଚଳ ବନ୍ଦ ରହିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.