ପୁଣି ଚର୍ଚ୍ଚାରେ ଗଜପତି ଏସପି, ମହିଳା ଦିବସ ଉପଲକ୍ଷେ ସିଟିମ ହିନ୍ଦୀ ଭରସନ ଗୀତକୁ ଲୋକାର୍ପିତ କଲେ ସାରା ଶର୍ମା

ଗଜପତି(କେନ୍ୟୁଜ୍):  ଗଜପତି ଏସପି ସାରା ଶର୍ମା ଅର୍ନ୍ତଜାତୀୟ ମହିଳା ଦିବସ ଉପଲକ୍ଷେ ସିଟିମ ହିନ୍ଦୀ ଭରସନ ଗୀତକୁ ଲୋକାର୍ପିତ କରିଛନ୍ତି। ତେବେ ଏହି ଗିତରେ ଆଶା ପଟ୍ଟନାୟକ ଓ ନିଜେ ଗଜପତି ଏସପି ସାରା ଶର୍ମା ଲିରିସ୍କ କରିଥିବା ବେଳେ ସଙ୍ଗୀତ ନିର୍ଦ୍ଦେଶନା ଗୁରୁ ରଘୁନାଥ ପାତ୍ର ଦେଇଛନ୍ତି। ସେପଟେ ନିଜେ ସାରା କଣ୍ଠଦାନ କରିଥିବା ସହ ଏହି ଗୀତରେ ୪ଜଣ ଆକାଶବାଣୀ ଜୟପୁରର ଶିଶୁ କଳାକାର କୋରସ ଗାନ କରିଛନ୍ତି। ଏଠାରେ ସୂଚନା ଯୋଗ୍ୟଯେ ମହିଳା ସୁରକ୍ଷା ପାଇଁ ସିଟିମର ଗଠନ କରିଥିଲେ ଗଜପତି ଜିଲ୍ଲାରେ ଆପିଏସ ସାରା ଶର୍ମା।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.