Below header

ଗଞ୍ଜାମ: ସୋରଡ଼ା ବଡ଼ଗଡ଼ ଥାନା ପୋଲିସକୁ ବଡ଼ ସଫଳତା, ୩୨୦ କେଜି ଗଞ୍ଜେଇ ଜବତ

ଗଞ୍ଜେଇ(କେ ନ୍ୟୁଜ): ୩୨୦ କେଜି ଗଞ୍ଜେଇ ଜବତ। ଗଞ୍ଜାମ ସୋରଡ଼ା ବଡ଼ଗଡ଼ ଥାନା ପୋଲିସକୁ ବଡ଼ ସଫଳତା। ଥାନା ନିକଟ ଡାଳଖାଇ ପାଖରୁ ଗଞ୍ଜଇ ଜବତ କରିଛି ପୋଲିସ। ଗଞ୍ଜେଇର ଆନୁମାନିକ ମୂଲ୍ୟ ୮୦ ଲକ୍ଷ ଟଙ୍କା ହେବ। ପିକଅପ୍‌ ଭ୍ୟାନ ସହିତ ଜଣେ ଗିରଫ କରିଛି ପୋଲିସ। ଆସିକା SDPO ଉମା ଶଙ୍କର ସିଂଙ୍କ ସୂଚନା।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.