Below header

ଆମେରିକୀୟ ସଂସ୍ଥା GFS ପକ୍ଷରୁ ପୂର୍ବାନୁମାନ, ଆସନ୍ତା ୨୦ ତାରିଖ ମାଡି ଆସୁଛି ଆଉ ଏକ ବାତ୍ୟା

ଭୁବନେଶ୍ୱର(କେ ନ୍ୟୁଜ): ଆସନ୍ତା ୨୦ ତାରିଖ ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ଏହା କ୍ରମଶଃ ଘନୀଭୂତ ହୋଇ ଉତ୍ତର- ବଙ୍ଗୋପସାଗରରେ ପହଞ୍ଚିବ। ଆମେରିକୀୟ ମଡେଲ GFS ପକ୍ଷରୁ ଏହି ପୂର୍ବାନୁମାନ କରାଯାଇଛି । ମିଆଁମାରକୁ ମୁହାଁଇବ ସମ୍ଭାବ୍ୟ ବାତ୍ୟା।

ତେବେ ଏହା କେତେ ଘନୀଭୂତ ହେବ, ବାତ୍ୟା ରୂପ ନେବ କି ନାହିଁ ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ତେବେ ପରିବେଶ ଅନୁକୂଳ ଥିବାରୁ ଏହା ବାତ୍ୟା ରୂପ ନେଇପାରେ। ଯଦି ଏହା ବାତ୍ୟା ରୂପ ନିଏ, ୧୨୧ ବର୍ଷରେ ମାର୍ଚ୍ଚ ମାସରେ ସୃଷ୍ଟି ହୋଇଥିବା ଏହା ହେବ ୭ମ ବାତ୍ୟା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.