Below header

ଟିକା ପାଇଁ ଜାରି ହେବ ଗ୍ଲୋବାଲ ଟେଣ୍ଡର, ରାଜ୍ୟ କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

କେନ୍ୟୁଜ୍(ବ୍ୟୁରୋ):  ଟିକା ପାଇଁ ଗ୍ଲୋବାଲ ଟେଣ୍ଡର ଜାରି ହେବ। ବିଶ୍ୱର ବିଭିନ୍ନ ପ୍ରମୁଖ ଟିକା କଂପାନୀରୁ ଟିକା ସଂଗ୍ରହ ପାଇଁ ନିଆଯିବ ପଦକ୍ଷେପ। ଏ ନେଇ ରାଜ୍ୟ କ୍ୟାବିନେଟରେ ଆଜି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହୋଇଛି। ଜନସାଧାରଣଙ୍କୁ ଶୀଘ୍ର ଟିକାକରଣ ଓ ଜୀବନ ସୁରକ୍ଷା ସହିତ ଜୀବନଜୀବିକାର ପୁନସ୍ଥାପନରେ ଏହା ସହାୟକ ହେବ ବୋଲି କୁହାଯାଇଛି। ଏଥିପାଇଁ ଏକ ବୈଷୟିକ କମିଟି ଗଠନ କରାଯିବ। ଏହାସହ ଟିକା ଉପରୁ ସମସ୍ତ ଟିକସ ହଟାଇବାକୁ କେନ୍ଦ୍ର ନିକଟରେ ଦାବି ରଖାଯାଇଛି। ଏ ନେଇ ଏକ ସଂକଳ୍ପ ଗୃହୀତ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.