ପୁଣି ପିପିଲିରେ ବ୍ରାଉନ୍‌ ସୁଗାର କାରବାରକୁ ବିରୋଧ କରି ଗୋଷ୍ଠୀ ସଂଘର୍ଷ ଓ ବୋମାମାଡ଼, ଯୁବକଙ୍କୁ ଗୋଡାଇ ଗୋଡାଇ ହାଣିଲେ ଦୁର୍ବୃତ୍ତ

ପିପିଲି: ପୁଣି ପିପିଲିରେ ଫୁଟିଲା ବୋମା । ବ୍ରାଉନ୍‌ ସୁଗାର କାରବାରକୁ ବିରୋଧ କରି ଗୋଷ୍ଠୀ ସଂଘର୍ଷ ଓ ବୋମାମାଡ଼ ହୋଇଛି । ପିପିଲି କଣ୍ଟି ପଞ୍ଚାୟତ କାକୁଡିଆ ଗାଁର ଜଣେ ଯୁବକଙ୍କୁ ଗୋଡାଇ ଗୋଡାଇ ହାଣିଛନ୍ତି ଦୁର୍ବୃତ୍ତ । ତାଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି । ପୋଲିସ ଘଟଣାର ତଦନ୍ତ କରୁଛି ।

Leave A Reply

Your email address will not be published.