ବରଗଡ଼: ପୋଲିସ ହାତରେ ଧରାପଡିଲା କୁଖ୍ୟାତ ଅପରାଧି ବୁଦ୍ଧଦେବ ବିଶ୍ୱାଳ ଓରଫ ଚିଆଁ, ଡକାୟତି ଉଦ୍ୟମ କରୁଥିବା ବେଳେ ଧରିଲା ପୋଲିସ

ବରଗଡ଼(କେନ୍ୟୁଜ୍): ପୋଲିସ ହାତରେ ଧରାପଡିଲା କୁଖ୍ୟାତ ଅପରାଧି ବୁଦ୍ଧଦେବ ବିଶ୍ୱାଳ ଓରଫ ଚିଆଁ। ବରଗଡ଼ ଟାଉନଥାନା ଅନ୍ତର୍ଗତ ଜମୁଡାରେ ଗତ ଜୁନ ମାସରେ ହୋଇଥିବା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଥିଲା ଚିଆଁ। ଏ ଘଟଣାରେ ପୋଲିସ ୫ ଜଣ ଅପରାଧୀଙ୍କୁ ଗିରଫ କରିଥିଲା। କିନ୍ତୁ ଫେରାର ଥିଲା ଚିଆଁ। ଆଜି ବରଗଡ଼ ଗୁଳିପାଳିଠାରେ ଚିଆଁ ଡକାୟତି ଉଦ୍ୟମ କରୁଥିବା ବେଳେ, ପୋଲିସ ତାକୁ ଧରି ଥିଲା। ଚିଆଁଠାରୁ ଗୋଟିଏ ଦେଶୀ ବନ୍ଧୁକ, ଗୋଟିଏ ଗୁଳି ଓ ୪ଟି ମୋବାଇଲ ଜବତ କରିଛି। ଚିଆଁ ନାରେ ବିଭିନ୍ନ ଥାନାରେ ବହୁ ମାମଲା ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.