Below header

ଆଜି ପବିତ୍ର ହେରାପଞ୍ଚମୀ, ବାରିପଦାରେ ହରିହର ବ୍ରହ୍ମା ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ତିନି ଠାକୁର

ବାରିପଦା(କେନ୍ୟୁଜ୍) : ରଥଯାତ୍ରା ପାଇଁ ଚଳଚଞ୍ଚଳ ବାରିପଦା । ଆଜି ମହାପ୍ରଭୁଙ୍କ ପବିତ୍ର ହେରାପଞ୍ଚମୀ ନୀତି ଅନୁଷ୍ଠିତ ହେବ । ଆଜି ଦ୍ୱିତୀୟ ଦିନରେ ହରିହର ବ୍ରହ୍ମା ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ତିନି ଠାକୁର । ଏନେଇ ଶ୍ରୀମନ୍ଦିର ଓ ମାଉସୀମା ମନ୍ଦିରରେ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି । ଆଷାଢ ପଞ୍ଚମୀଠାରୁ ଦଶମୀ ପର୍ଯ୍ୟନ୍ତ ବିଭିନ୍ନ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି ମହାପ୍ରଭୁ । ଗତକାଲି ପ୍ରଥମ ଦିନରେ ମତ୍ସ୍ୟ କଚ୍ଛପ ବେଶରେ ଦର୍ଶନ ଦେଇଥିଲେ ତିନି ଠାକୁର । ଆଡ଼ପ ମଣ୍ଡପରେ ଠାକୁରଙ୍କୁ ଦର୍ଶନ କଲେ କୋଟି ପୂଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.