ରାଜ୍ୟରେ ପୁଣି ବଢିଲା ତାତି, ୯ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ

ଭୁବନେଶ୍ବର(କେନ୍ଯୁଜ୍) : ରାଜ୍ୟରେ ପୁଣି ବଢିଲା ତାତି। ଗତକାଲି ରାଜ୍ୟର ୯ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରେକର୍ଡ କରାଯାଇଥିଲା। ୪୩.୬ ଡିଗ୍ରୀ ସହ ସମ୍ବଲପୁର ପାଲଟିଥିଲା ସବୁଠୁ ଉତ୍ତପ୍ତ ସହର। ହୀରାକୁଦ-୪୩.୧ , ଟିଟିଲାଗଡ଼-୪୨.୬ , ଝାରସୁଗୁଡ଼ା-୪୨.୨ , ବଲାଙ୍ଗୀର-୪୨ , ମାଲକାନଗିରି-୪୧ , ସୋନପୁର-୪୦.୮ , ଭବାନୀପାଟଣା-୪୦.୫ ଓ ଅନୁଗୁଳ-୪୦.୪ ଡିଗ୍ରୀ ରେକର୍ଡ କରାଯାଇଥିଲା। ତାତି ବଢିବା ସହ ଗୁଳୁଗୁଳି ହେଉଛି। ଫଳରେ ରାତିରେ ବି ଲୋକଙ୍କୁ ତ୍ରାହି ମିଳୁନି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.