ରାଜଧାନୀରେ କାଚିଲା କଳାହାଣ୍ଡିଆ ମେଘ, ଗୁଳୁଗୁଳିରୁ ମିଳିଲା ନିସ୍ତାର

କେନ୍ୟୁଜ୍(ବ୍ୟୁରୋ): ରାଜଧାନୀ ଭୁବନେଶ୍ବରରେ କଳାହାଣ୍ଡିଆ ବର୍ଷା। କାଳବୈଶାଖୀ ପ୍ରଭାବରେ ବିଜୁଳି ଘଡଘଡି  ସହ ନିର୍ଧୁମ ବର୍ଷା ହୋଇଛି । ଯାହା ଫଳରେ ରାଜଧାନୀ ଜନଜୀବନକୁ କିଛି କ୍ଷଣ ଲାଗି ଅଟକାଇ ଦେଇଛି।

rain 2

ଅପରାହ୍ନ ୩ଟାରୁ କଳାହାଣ୍ଡିଆ ମେଘ ଘନେଇ ଆସିଥିଲା। ପରେ ବାଦଲ ଫଟା ବର୍ଷା ହୋଇଥିଲା । ବର୍ଷା ଯୋଗୁଁ ରାଜଧାନୀର ମାଟି ଓଦା ହୋଇଯାଇଥିବାରୁ ଆଗାମୀ କିଛି ସମୟ ପାଇଁ ତାତିରୁ ନିସ୍ତାର ମିଳିବ ବୋଲି ଆଶା କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.