ଝାରସୁଗୁଡା: ପରିବହନ କାର୍ଯ୍ୟାଳୟ ପକ୍ଷରୁ ପୁଣି କଡାକଡି ଚେକିଂ, ନିୟମ ଖିଲାପକାରୀଙ୍କଠାରୁ ଆଦାୟ ମୋଟା ଅଙ୍କର ଫାଇନ

ଝାରସୁଗୁଡା(କେନ୍ୟୁଜ୍):  ଝାରସୁଗୁଡା ପରିବହନ କାର୍ଯ୍ୟାଳୟ ପକ୍ଷରୁ କଡାକଡି ଚେକିଂ ଆରମ୍ଭ ହୋଇଛି। ସହରର ବିଭିନ୍ନ ସ୍ଥାନରେ ଗାଡି ଚାଳକଙ୍କ ପାଇଁ ହେଲମେଟ ନିୟମକୁ କଡାକଡି ଭାବେ ପାଳନ କରିବାକୁ ଚେକିଂକୁ ଜୋରଦାର କରିଛି ପୋଲିସ। ନିୟମ ଖିଲାପକାରୀଙ୍କଠାରୁ ମୋଟା ଅଙ୍କର ଫାଇନ ଆଦାୟ କରାଯାଉଛି।

ବିନା ହେଲମେଟରେ ଗାଡି ଚଲେଇବା, ବାଇକରେ ଦୁଇଜଣ ହେଲମେଟ ନପିନ୍ଧିଲେ, ମଦ୍ୟପାନ କରି ଗାଡି ଚାଳନା କଲେ, ଗୋଟିଏ ବାଇକରେ ଦୁଇରୁ ଅଧିକ ଲୋକ ବସିଥିଲେ ଗାଡି ଯାଂଚ କରାଯିବା ସହ ଭୁଲ ଥିଲେ ଫାଇନ ଆଦାୟ କରାଯାଉଛି।..

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.