Below header

ହାଇକୋର୍ଟ ଓକିଲଙ୍କୁ କଳା କୋଟ ଓ ଗାଉନ୍‌ ମନା: ମୁଖ୍ୟ ବିଚାରପତିଙ୍କ ନିର୍ଦ୍ଦେଶରେ ବିଜ୍ଞପ୍ତି ଜାରି କଲେ ରେଜିଷ୍ଟ୍ରାର ଜେନେରାଲ୍

କଟକ: ହାଇକୋର୍ଟ ଓକିଲଙ୍କୁ କଳା କୋଟ ଓ ଗାଉନ୍‌ ମନା। ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ନିର୍ଦ୍ଦେଶରେ ଏହି ବିଜ୍ଞପ୍ତି ଜାରି କରିଛନ୍ତି ରେଜିଷ୍ଟ୍ରାର ଜେନେରାଲ । କରୋନା ମହାମାରୀ ଯୋଗୁଁ ଓକିଲମାନେ ଭରଚୁଆଲ କୋର୍ଟ ବ୍ୟବସ୍ଥା ଜରିଆରେ କାର୍ଯ୍ୟ କରୁଛନ୍ତି। ଏହି ସମୟରେ ସେମାନେ କଳା କୋଟ୍‌ ଓ ଗାଉନ ପିନ୍ଧୁଥିଲେ।

ବର୍ତ୍ତମାନ କଳାକୋଟ୍‌ ଓ ଗାଉ ବଦଳରେ ଧଳା ସାର୍ଟ କିମ୍ବା ସାଲୱାର କମିଜ୍‌ ଏବଂ ଧଳା ଶାଢି ପିନ୍ଦିବାକୁ କୁହାଯାଇଛି। କୋର୍ଟରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଶୁଣାଣି ବେଳେ ଓକିଲ ମାନେ ଧଳା ସାର୍ଟ, ସାଲଓ୍ଵାର କମିଜ ଓ ସାଢୀ ପିନ୍ଧିବେ ବୋଲି ନିର୍ଦ୍ଦେଶ ଦେଇଥିଲେ ସୁପ୍ରମିକୋର୍ଟ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.