Browsing Tag

odisha high court

ଡେଣ୍ଟାଲ ସର୍ଜନ ନିଯୁକ୍ତି ମାମଲା, ଓଡିଶା ଲୋକସେବା ଆୟୋଗ ଉପରେ ବର୍ଷିଲେ ହାଇକୋର୍ଟ

ଭୁବନେଶ୍ୱର : ହାଇକୋର୍ଟରେ ଡେଣ୍ଟାଲ ସର୍ଜନ ନିଯୁକ୍ତି ମାମଲା । ଓଡିଶା ଲୋକସେବା ଆୟୋଗ ଉପରେ ବର୍ଷିଲେ ହାଇକୋର୍ଟ। ଓପିଏସସି ଅଧ୍ୟକ୍ଷ ବ୍ୟକ୍ତିଗତ ଭାବେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଟରେ ଡେଣ୍ଟାଲ ସର୍ଜନ ନିଯୁକ୍ତିରେ ଅନିୟମିତତା ନେଇ ହୋଇଛି ଅଭିଯୋଗ । ଡେଣ୍ଟାଲ ସର୍ଜନ ମେରିଟ…

ପୂଜା ସମୟରେ ହାଇକୋର୍ଟଙ୍କ ନିର୍ଦ୍ଦେଶ : ସପ୍ତାହ ମଧ୍ୟରେ ସମସ୍ତ ରାସ୍ତାଘାଟ ମରାମତି ଶେଷ କର, ଡିଜେ ବାଜିବ ଧିରେ

କଟକ : କଟକ ସହର ସମସ୍ୟା ସମ୍ପର୍କୀତ ମାମଲାର ଶୁଣାଣି ସମୟରେ ଅନେକ ଗୁରୁତ୍ୱପୂର୍ଣ ନିର୍ଦେଶ ଦେଇଛନ୍ତି ହାଇକୋର୍ଟ । କଟକରେ ପୂଜା ସମୟରେ ରାସ୍ତା ଅବରୋଧ ନେଇ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ହାଇକୋର୍ଟ । ବିଶେଷ କରି ରାସ୍ତା ଅବରୋଧ କରୁଥିବା ପୂଜା ମଣ୍ଡପକୁ ଯାଞ୍ଚ କରିବା ପାଇଁ କୋର୍ଟ…

ବିକ୍ରି ହେବ ଏମଭି ଦେବୀ ଜାହାଜ, ନିର୍ଦ୍ଦେଶ ଦେଲେ ଓଡିଶା ହାଇକୋର୍ଟ

କଟକ : ବିକ୍ରି ହେବ ପାରାଦୀପ ବନ୍ଦରରେ ଗିରଫ ହୋଇଥିବା ଏମଭି ଦେବୀ ଜାହାଜ । ବିକ୍ରି ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଓଡିଶା ହାଇକୋର୍ଟ । ଭଡା ପଇଠ ନକରିବାରୁ ଏହି ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ପାରାଦୀପ ଇଣ୍ଟରନାସନାଲ କାରଗୋ ପ୍ରାଇଭେଟ ଲିମିଟେଡ଼କୁ ବ୍ୟବହାର କରି ସେ ବାବଦରେ ୭ କୋଟି ୯୫…

ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ: ଆସନ୍ତାକାଲି ମାମଲାର ଶୁଣାଣି କରିବେ ହାଇକୋର୍ଟ

ପୁରୀ : ଆସନ୍ତା କାଲି ରାଜ୍ୟ କ୍ୟାବିନେଟରେ ଉପସ୍ଥାପିତ ହୋଇପାରେ ଜଷ୍ଟିସ ରଘୁବୀର ଦାସ କମିଶନଙ୍କ ରିପୋର୍ଟ । କାଲି ରାଜ୍ୟ କ୍ୟାବିନେଟ ବୈଠକ ଥିବା ବେଳେ ଜଷ୍ଟିସ ରଘୁବୀର ଦାସ କମିଶନଙ୍କ ରିପୋର୍ଟ ଖୁବଶୀଘ୍ର ରାଜ୍ୟ କ୍ୟାବିନେଟରେ ଉପସ୍ଥାପିତ ହେବ ବୋଲି ଜୁନ ୧୯ରେ ହାଇକୋର୍ଟଙ୍କୁ ଅବଗତ…

କନିଷ୍ଠ ଶିକ୍ଷକ ନିଯୁକ୍ତି ଅନିୟମିତତା ମାମଲା, ଲିଷ୍ଟ ଆଧାରରେ ନିଯୁକ୍ତି ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ (କେନ୍ୟୁଜ): କନିଷ୍ଠ ଶିକ୍ଷକ ନିଯୁକ୍ତି ଅନିୟମିତତା ମାମଲାରେ ମେରିଟ ଲିଷ୍ଟ ଆଧାରରେ ନିଯୁକ୍ତି ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ।  ଓସେପା ମେରିଟ ଲିଷ୍ଟକୁ କାଏମ ରଖିଲେ ହାଇକୋର୍ଟ । ମେରିଟ ଲିଷ୍ଟ ଅନୁସାରେ ନିଯୁକ୍ତି ଦେବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।…

ପ୍ରଶାନ୍ତ ଜଗଦ୍ଦେବଙ୍କୁ ହାଇକୋର୍ଟରୁ ବଡ଼ ଆଶ୍ବସ୍ତି, ମିଳିଲା ନିୟମିତ ଜାମିନ

ଖୋର୍ଦ୍ଧା (କେନ୍ୟୁଜ): ପ୍ରଶାନ୍ତ ଜଗଦ୍ଦେବଙ୍କୁ ନିୟମିତ ଜାମିନ । ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ହାଇକୋର୍ଟରୁ ବଡ଼ ଆଶ୍ବସ୍ତି । ପ୍ରଶାନ୍ତଙ୍କୁ ନିୟମିତ ଜାମିନ ପ୍ରଦାନ କରିଛନ୍ତି ଓଡ଼ିଶା ହାଇକୋର୍ଟ। ତେବେ ଜାମିନ ନେଇ ନିମ୍ନ ଅଦାଲତ ସର୍ତ୍ତ ସ୍ଥିର କରିବେ । ସୂଚନା ଅନୁସାରେ…

ଆଜି ଶପଥ ନେବେ ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ଚକ୍ରଧାରୀ ଶରଣ ସିଂ

କଟକ (କେନ୍ୟୁଜ): ଆଜି ଶପଥ ନେବେ ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ଚକ୍ରଧାରୀ ଶରଣ ସିଂ । ସକାଳ ୧୦ ଟାରେ ଶପଥ ଗ୍ରହଣ କରିବେ । ହାଇକୋର୍ଟ ପୁରୁଣା ବିଲ୍ଡିଂର ପୂର୍ବଭାଗ ଲନରେ ଆୟୋଜିତ ଉତ୍ସବରେ ତାଙ୍କୁ ଶପଥ ଗ୍ରହଣ କରାଇବେ ରାଜ୍ୟପାଳ ରଘୁବର ଦାସ । ପାଟନା ହାଇକୋର୍ଟରେ ବରିଷ୍ଠ…

କନିଷ୍ଠ ଶିକ୍ଷକ ନିଯୁକ୍ତି ଅନିୟମିତତା ମାମଲା, ଅନ୍ତରୀଣ ଅଙ୍କୁଶ ଜାରି କଲେ ହାଇକୋର୍ଟ

କଟକ (କେନ୍ୟୁଜ): କନିଷ୍ଠ ଶିକ୍ଷକ ନିଯୁକ୍ତି ଉପରେ ଅନ୍ତରୀଣ ରହିତାଦେଶ ଜାରି କଲେ ହାଇକୋର୍ଟ । ଡକ୍ୟୁମେଣ୍ଟ ଭେରିଫିକେସନ ହେବ । କିନ୍ତୁ ଚୂଡାନ୍ତ ତାଲିକା ଓ ନିଯୁକ୍ତି ହେବ ନାହିଁ ବୋଲି ହାଇକୋର୍ଟ କହିଛନ୍ତି । ୨୪ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ୧୮ ହଜାରରୁ ଉର୍ଦ୍ଧ୍ବ…

ଜବତ ଗାଡିଗୁଡିକୁ ରିଲିଜ ପାଇଁ ସ୍ୱତନ୍ତ୍ର ପଲିସି ଆଣିବାକୁ ପରିବହନ କମିଶନରଙ୍କୁ ନିର୍ଦ୍ଦେଶ ଦେଲେ ଓଡିଶା ହାଇକୋର୍ଟ

ବିଭିନ୍ନ ମାମଲାରେ ଥାନା, ଅବକାରୀ ବିଭାଗ ଓ ବନ ବିଭାଗ ଦ୍ଵାରା ଜବତ ହେଉଥିବା ଗାଡି ଗୁଡିକୁ ରିଲିଜ କରିବା ପାଇଁ ରାଜ୍ୟ ସରକାରଙ୍କ ପରିବହନ କମିଶନର ସ୍ୱତନ୍ତ୍ର ପଲିସି ଆଣିବାକୁ ନିର୍ଦ୍ଦେଶ ଦେଇଛନ୍ତି ଓଡିଶା ହାଇକୋର୍ଟ। ଡ଼କ୍ଟର ଜଷ୍ଟିସ ସଞ୍ଜୀବ କୁମାର ପାଣିଗ୍ରାହୀଙ୍କ ଖଣ୍ଡପୀଠ ଏକ ଜବତ…

ସାଂସଦ ବିଧାୟକଙ୍କ ଫୌଜଦାରୀ ମାମଲା ପ୍ରସଙ୍ଗ, ରାଜ୍ୟ ସରକାର ସତ୍ୟପାଠ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ (କେନ୍ୟୁଜ): ରାଜ୍ୟର ସାଂସଦ ଓ ବିଧାୟକଙ୍କ ନାମରେ ରୁଜ୍ଜୁ ହୋଇଥିବା ଫୌଜଦାରୀ ମାମଲାର ତ୍ୱରିତ ଶୁଣାଣି ପାଇଁ କି ପଦକ୍ଷେପ ଗ୍ରହଣ କରିଛନ୍ତି ସେ ସମ୍ପର୍କରେ ହାଇକୋର୍ଟଙ୍କୁ ଜଣାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ଓଡିଶା ହାଇକୋର୍ଟ । ୨୦୨୩ ଡିସେମ୍ବର ସୁଦ୍ଧା ରାଜ୍ୟର ସାଂସଦ ଓ ବିଧାୟକଙ୍କ…

ବୁଲା କୁକୁର କାମୁଡାରେ ଶିଶୁ ମୃତ୍ୟୁ ମାମଲା : ୧୦ଲକ୍ଷ କ୍ଷତିପୂରଣ ପାଇଁ ପୌରପାଳିକାଙ୍କୁ ନିର୍ଦ୍ଦେଶ

କଟକ (କେନ୍ୟୁଜ): ବୁଲା କୁକୁର କାମୁଡ଼ାରେ ଶିଶୁ ମୃତ୍ୟୁ ଘଟଣା। ମୃତ ଶିଶୁଙ୍କ ପରିବାରକୁ ୧୦ ଲକ୍ଷ କ୍ଷତିପୂରଣ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ । ପୁରୀ ମ୍ୟୁନିସପାଲିଟିକୁ ନିର୍ଦ୍ଦେଶ ଦେଲେ ଓଡିଶା ହାଇକୋର୍ଟ । ୨୦୧୬ ପୁରୀ କୁମ୍ଭାରପଡା ଥାନା ଅନ୍ତର୍ଗତ ଜଗନ୍ନାଥ କଲୋନୀରେ କୁନି…

ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ହେବେ ଜଷ୍ଟିସ୍ ଚକ୍ରଧାରୀ ଶରନ୍ ସିଂହ, ସୁପାରିଶ କଲା ସୁପ୍ରିମକୋର୍ଟଙ୍କ କଲେଜିୟମ୍

କଟକ (କେନ୍ୟୁଜ): ଓଡିଶା ହାଇକୋର୍ଟ ଆସିବେ ନୂଆ ମୁଖ୍ୟ ବିଚାରପତି। ଜଷ୍ଟିସ ଚକ୍ରଧାରୀ ଶରଣ ସିଂ ହେବେ ଓଡିଶା ହାଇକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି। ପାଟନା ହାଇକୋର୍ଟରେ ବରିଷ୍ଠ ବିଚାରପତି ଅଛନ୍ତି ଜଷ୍ଟିସ ସିଂ। ସୁପ୍ରିମକୋର୍ଟ କଲେଜିୟମ ଏହି ନିଯୁକ୍ତି ନେଇ ସୁପାରିସ କରିଛନ୍ତି।…