Browsing Tag

odisha high court

ଓଡିଶା ସିଭିଲ ସର୍ଭିସ ୨୦୨୧ର ଫଳ ପ୍ରକାଶ ଉପରେ ହାଇକୋର୍ଟଙ୍କ ରୋକ, ସେପ୍ଟେମ୍ବରରେ ପରବର୍ତ୍ତୀ ଶୁଣାଣି

କଟକ (କେନ୍ୟୁଜ): ଓଡିଶା ସିଭିଲ ସର୍ଭିସ ୨୦୨୧ ର ଫଳ ପ୍ରକାଶ ଉପରେ ହାଇକୋର୍ଟଙ୍କ ରୋକ। ହାଇକୋର୍ଟଙ୍କ ବିନା ଅନୁମତିରେ ଫଳ ପ୍ରକାଶ ନକରିବାକୁ ନିର୍ଦ୍ଦେଶ। ଓଡ଼ିଶା ଲୋକସେବା ଆୟୋଗକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ। ଜଣେ ଦିବ୍ୟାଙ୍ଗ ପ୍ରାର୍ଥୀ ସତୀଶ କୁମାର ପାଣିଗ୍ରାହୀଙ୍କ ଆବେଦନକୁ ଗ୍ରହଣ…

ବିବାହର ପ୍ରତିଶୃତି ଦେଇ ଯୁବତୀଙ୍କ ସହ ଶାରିରୀକ ସଂପର୍କ ରଖିବା ଦୁଷ୍କର୍ମ ନୁହେଁ : ଓଡ଼ିଶା ହାଇକୋର୍ଟ

କଟକ (କେନ୍ୟୁଜ): ଉତ୍ତମ ସମ୍ପର୍କରେ ରହି ବିବାହ ପ୍ରତିଶୃତି ଦେଇ ଶାରୀରିକ ସମ୍ପର୍କ ରଖିବା ଦୁଷ୍କର୍ମ ନୁହେଁ । ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ଘଟିଥିବା ଏକ ଘଟଣାକୁ ନେଇ ଦାୟର ମାମଲାର ଶୁଣାଣି କରି ଏହି ରାୟ ଦେଇଛନ୍ତି ଓଡ଼ିଶା ହାଇକୋର୍ଟ । ଭଲ ସମ୍ପର୍କ ଥାଇ ବିବାହ ପ୍ରତିଶୃତି…

ଝାଡ଼ଖଣ୍ଡ ହାଇକୋର୍ଟରେ ମୁଖ୍ୟ ବିଚାରପତି ହେବେ ଓଡ଼ିଆ ବିଚାରପତି ଜଷ୍ଟିସ ସଞ୍ଜୟ କୁମାର ମିଶ୍ର

କଟକ(କେନ୍ୟୁଜ୍): ଝାଡ଼ଖଣ୍ଡ ହାଇକୋର୍ଟରେ ମୁଖ୍ୟ ବିଚାରପତି ହେବେ ଓଡ଼ିଆ ବିଚାରପତି। ଜଷ୍ଟିସ ସଞ୍ଜୟ କୁମାର ମିଶ୍ର ଝାଡ଼ଖଣ୍ଡ ହାଇକୋର୍ଟରେ ମୁଖ୍ୟ ବିଚାରପତି ହେବେ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। କେନ୍ଦ୍ର ଆଇନ ମନ୍ତ୍ରୀ ଏ ନେଇ ଟ୍ୱିଟ କରିବା ସହିତ…

ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ହେବେ ଜଷ୍ଟିସ ଯଶୱନ୍ତ ସିଂ, ନା ସୁପାରିଶ କଲେ ସୁପ୍ରିମକୋର୍ଟ କଲେଜିୟମ୍‌

ଭୁବନେଶ୍ୱର (କେନ୍ୟୁଜ): ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ହେବେ ଜଷ୍ଟିସ ଯଶଓ୍ଵନ୍ତ ସିଂ । ତାଙ୍କ ନାଁକୁ ସୁପାରିଶ କରିଛି ସୁପ୍ରିମକୋର୍ଟ କଲେଜିୟମ୍‌ । ଗତ ୨୮ ତାରିଖରେ ତାଙ୍କ ନାଁ ସୁପାରିଶ ହୋଇଛି । ମୁଖ୍ୟ ବିଚରପତି ଜଷ୍ଟିସ ଏସ୍‌. ମୂଲରୀଧରଙ୍କୁ ମାଡ୍ରାସ ହାଇକୋର୍ଟଙ୍କୁ ବଦଳି ପରେ…

ହାଇକୋର୍ଟର ମୁଖ୍ୟ ବିଚାରପତି ଡ. ଜଷ୍ଟିସ ଏସ. ମୁରଲୀଧରଙ୍କ ବଦଳି ପାଇଁ ସୁପାରିଶ

କଟକ(କେନ୍ୟୁଜ୍): ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଡ. ଜଷ୍ଟିସ ଏସ. ମୁରଲୀଧରଙ୍କ ବଦଳି ପାଇଁ ସୁପାରିଶ। ମାଡ୍ରାସ ହାଇକୋର୍ଟଙ୍କ ମୁଖ୍ୟ ବିଚାରପତି ଭାବେ ବଦଳି ପାଇଁ ସୁପ୍ରିମକୋର୍ଟଙ୍କ କଲେଜିୟମ ସୁପାରିଶ କରିଛନ୍ତି। ସୁପ୍ରିମ କୋର୍ଟଙ୍କ ପ୍ରଧାନ ବିଚାରପତି ଜଷ୍ଟିସ ଉଦୟ ଉମେଶ ଲଳିତଙ୍କ…

ରାଜ୍ୟର ସମସ୍ତ ଲୋକଙ୍କ ପାଖରେ ଅନଲାଇନ ବ୍ୟବସ୍ଥା ନାହିଁ, HSRP ବୁକିଂକୁ ଡେଡଲାଇନକୁ ନେଇ ନାପସନ୍ଦ କଲେ ହାଇକୋର୍ଟ

କଟକ(କେନ୍ୟୁଜ୍): ହାଇକୋର୍ଟରେ ହାଇ ସିକୁରିଟ ନମ୍ବର ପ୍ଲେଟ ମାମଲାରେ ନମ୍ବର ପ୍ଲେଟ ଲଗାଇବାକୁ ସୁବ୍ୟବସ୍ଥିତ ନ କରି ବିଭାଗ ପକ୍ଷରୁ ଡେଡ଼ ଲାଇନ ଦିଆଯିବାକୁ ନାପସନ୍ଦ କରିଛନ୍ତି ଓଡିଶା ହାଇକୋର୍ଟ। ରାଜ୍ୟର ସମସ୍ତ ଲୋକଙ୍କ ପାଖରେ ଅନଲାଇନ ବ୍ୟବସ୍ଥା ନ ଥିବା ବେଳେ HSRP ରେ ବୁକିଂ କରିବା…

ଆାଜି ଓଡ଼ିଶା ହାଇକୋର୍ଟଙ୍କ ବିଚାରପତି ଭାବରେ ଶପଥ ନେବେ ଦୁଇ ବରିଷ୍ଠ ବିଚାର ବିଭାଗୀୟ ଅଧିକାରୀ

କଟକ(କେନ୍ୟୁଜ୍): ଆାଜି ଓଡ଼ିଶା ହାଇକୋର୍ଟଙ୍କ ବିଚାରପତି ଭାବରେ ଶପଥ ନେବେ ଦୁଇ ଜଣ ବରିଷ୍ଠ ବିଚାର ବିଭାଗୀୟ ଅଧିକାରୀ ଗୌରୀଶଙ୍କର ଶତପଥୀ ଓ ଚିତ୍ତରଞ୍ଜନ ଦାଶ । ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ ମୁରଲୀଧର ଉଭୟଙ୍କୁ ଶପଥପାଠ କରାଇବେ । ଓଡ଼ିଶା ହାଇକୋର୍ଟର ଏହି ଦୁଇ ବିଚାରପତିଙ୍କୁ…

ବିଚାରାଧୀନ କଏଦୀଙ୍କ ମୃତ୍ୟୁ ଘଟଣା: ତାଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଓଡିଶା ହାଇକୋର୍ଟ…

କଟକ (କେନ୍ୟୁଜ): କେନ୍ଦ୍ରାପଡା ଉପକାରାଗାରରେ ବିଚାରଧୀନ କଏଦୀଙ୍କ ମୃତ୍ୟୁ ଘଟଣାରେ ତାଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଓଡିଶା ହାଇକୋର୍ଟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀ ମୃତକଙ୍କ ପୁଅ ରାଜେନ୍ଦ୍ର ବେହେରାଙ୍କ ଆବେଦନର ଶୁଣାଣି କରି ହାଇକୋର୍ଟଙ୍କ…

ବିଲାବାଡି ଆଶ୍ରମ ସ୍କୁଲ ଛାତ୍ରୀ ମୃତ୍ୟୁ ମାମଲା: ୫ଲକ୍ଷ କ୍ଷତି ପୂରଣ ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି…

କନ୍ଧମାଳ (କେନ୍ୟୁଜ): କନ୍ଧମାଳ ଜିଲ୍ଲା ବିଲାବାଡି ଆଶ୍ରମ ସ୍କୁଲ ଛାତ୍ରୀ ମୃତ୍ୟୁ ମାମଲାରେ ୫ଲକ୍ଷ କ୍ଷତି ପୂରଣ ପ୍ରଦାନ ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଓଡିଶା ହାଇକୋର୍ଟ। ହାଇକୋର୍ଟର ମୁଖ୍ୟ ବିଚାରପତି ଡକ୍ଟର୍‌ ଜଷ୍ଟିସ୍‌ ଏସ୍‌. ମୁରଲୀଧର ଓ ଜଷ୍ଟିସ୍‌ ଆର୍‌.କେ.…

ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିରୋଧୀଙ୍କୁ ପୁଣି ଝଟକା, ହାଇକୋର୍ଟରେ ଖାରଜ ହେଲା ମାମଲା

କଟକ(କେନ୍ୟୁଜ୍):  ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନାଁରେ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଚତୁଃପାର୍ଶ୍ବରେ ଚାଲିଥିବା ନିର୍ମାଣ କାର୍ଯ୍ୟ ବେଆଇନ ବୋଲି ଦର୍ଶାଇ ହାଇକୋର୍ଟରେ ରୁଜ୍ଜୁ ଜନସ୍ବାର୍ଥ ମାମଲା ସମେତ ସମସ୍ତ ଇଣ୍ଟରଭେନିଙ୍ଗ ପିଟିସନକୁ ଖାରଜ କରିଛନ୍ତି ହାଇକୋର୍ଟ। ମାମଲା…

ଓଡିଶା ହାଇକୋର୍ଟରେ ଶପଥ ନେଲେ ଦୁଇ ନୂଆ ବିଚାରପତି, ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ୍‌ ମୁରଲୀଧର କରାଇଲେ ଶପଥପାଠ

କଟକ(କେନ୍ୟୁଜ): ଓଡିଶା ହାଇକୋର୍ଟରେ ଶପଥ ନେଲେ ଦୁଇ ନୂଆ ବିଚାରପତି। ତ୍ରିପୁରା ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଶୁଭାଶିଷ ତଳପାତ୍ରା ଓ ଜଷ୍ଟିସ ସଞ୍ଜୟ କୁମାର ମିଶ୍ର ଓଡିଶା ହାଇକୋର୍ଟର ବିଚାରପତି ଭାବେ ଶପଥ ଗ୍ରହଣ କରିଛନ୍ତି। ଏହି ଦୁଇ ବିଚାରପତିଙ୍କୁ ହାଇକୋର୍ଟର ମୁଖ୍ୟ ବିଚାରପତି…

ଆଜି ଓଡିଶା ହାଇକୋର୍ଟରେ ଶପଥ ନେବେ ଦୁଇ ନୂଆ ବିଚାରପତି

କଟକ(କେନ୍ୟୁଜ): ଆଜି ଓଡିଶା ହାଇକୋର୍ଟରେ ଶପଥ ନେବେ ଦୁଇ ନୂଆ ବିଚାରପତି। ତ୍ରିପୁରା ହାଇକୋର୍ଟର ବିଚାରପତି ଜଷ୍ଟିସ ଶୁଭାଶିଷ ତଳପାତ୍ରାଙ୍କର ଗତ ମେ ୨୭ ତାରିଖରେ ଓଡିଶା ହାଇକୋର୍ଟକୁ ବଦଳି ହୋଇଥିବା ବେଳେ ସେ ଆଜି ଶପଥ ଗ୍ରହଣ କରିବେ। ସେହିଭଳି ଆଇନଜୀବୀ ସଞ୍ଜୟ କୁମାର ମିଶ୍ର ଓଡିଶା…