Below header
Browsing Tag

odisha high court

ଜଙ୍ଗଲ ଅନୁମତି ନଥିବା ମାଇନିଂ ମାମଲା ୬ ମାସରେ ତୁଟାଅ, ଓଡ଼ିଶା ହାଇକୋର୍ଟଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

କଟକ(କେନ୍ୟୁଜ୍‌): ଓଡ଼ିଶାରେ କେତେକ ଖଣି କମ୍ପାନୀ ଅଦାଲତଙ୍କ ସ୍ଥିତାବସ୍ଥା ଆଳରେ ବର୍ଷ ବର୍ଷ ଧରି ବେଆଇନ ଖଣି ଖନନ କରି ଚାଲିଛନ୍ତି । ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ । ଆସନ୍ତା ୬ ମାସ ମଧ୍ୟରେ ଏଭଳି ସମସ୍ତ ମାମଲାର ଶୁଣାଣି ଶେଷ କରିବାକୁ ଓଡିଶା ହାଇକୋର୍ଟଙ୍କୁ…

ହାଇକୋର୍ଟରେ ନିଯୁକ୍ତ ହେଲେ ଆଉ ଜଣେ ନୂଆ ବିଚାରପତି, କେନ୍ଦ୍ର ଆଇନ ମନ୍ତ୍ରଣାଳୟ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ

କଟକ(କେନ୍ୟୁଜ୍):ଓଡିଶା ହାଇକୋର୍ଟରେ ନିଯୁକ୍ତ ହେଲେ ଆଉ ଜଣେ ନୂଆ ବିଚାରପତି। ସଞ୍ଜୟ କୁମାର ମିଶ୍ର ହେଲେ ହାଇକୋର୍ଟ ବିଚାରପତି। କେନ୍ଦ୍ର ଆଇନ ମନ୍ତ୍ରଣାଳୟ ପକ୍ଷରୁ ଏ ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ରାଷ୍ଟ୍ରପତିଙ୍କ ଅନୁମୋଦନ ଲାଭ କରିବା ପରେ ଏ ନେଇ ବିଜ୍ଞପ୍ତି ପ୍ରକାଶିତ…

ପ୍ରାର୍ଥୀଙ୍କର ଦୁଇଟି ଡିଗ୍ରୀ ଥିଲେ ତାଙ୍କୁ ମନଇଚ୍ଛା ନିଯୁକ୍ତି ପ୍ରକ୍ରିୟାରୁ ବାଦ୍‌ ଦେଇ ହେବ ନାହିଁ: ହାଇକୋର୍ଟ

କଟକ(କେନ୍ୟୁଜ୍):କୌଣସି ପ୍ରାର୍ଥୀଙ୍କର ଦୁଇଟି ଡିଗ୍ରୀ ଥିଲେ ତାଙ୍କୁ ମନଇଚ୍ଛା ନିଯୁକ୍ତି ପ୍ରକ୍ରିୟାରୁ ବାଦ୍‌ ଦେଇ ହେବ ନାହିଁ । ଏନେଇ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଆବେଦନକାରୀ ଭୁବନ ମୋହନ ବେହେରାଙ୍କ ଆବେଦନର ଶୁଣାଣି କରି ଜଷ୍ଟିସ ସଂଜୀବ କୁମାର ପାଣିଗ୍ରାହୀଙ୍କ…

ଦୁଇଟି ଜାଗାରେ ହାଇକୋର୍ଟଙ୍କ ସ୍ଥାୟୀ ବେଞ୍ଚ ସ୍ଥାପନ ପ୍ରସଙ୍ଗ: କେନ୍ଦ୍ର ଆଇନ ମନ୍ତ୍ରୀଙ୍କ ବିବୃତ୍ତିକୁ ବାର…

କଟକ(କେନ୍ୟୁଜ୍):ପଶ୍ଚିମ ଓଡିଶା ଓ ଦକ୍ଷିଣ ଓଡିଶାରେ ହାଇକୋର୍ଟଙ୍କ ସ୍ଥାୟୀ ବେଞ୍ଚ ସ୍ଥାପନ ସମ୍ପର୍କରେ କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜଜୁଙ୍କର ଏକ ଦୈନିକ ଇଂରାଜୀ ଖବର କାଗଜରେ ପ୍ରକାଶିତ ବିବୃତ୍ତିକୁ ଓଡିଶା ହାଇକୋର୍ଟ ବାର ଆସୋସିଏସନ ପକ୍ଷରୁ ବିରୋଧ କରାଯାଇଛି। ୧୮ ତାରିଖରେ ହାଇକୋର୍ଟ…

ଖାଲି ପଡ଼ିଥିବା ସରକାରୀ ପଦବୀରେ କାହାକୁ ନିଯୁକ୍ତି ଦେବା କର୍ମଚାରୀଙ୍କ ଅଧିକାର ନୁହେଁ: ଓଡିଶା ହାଇକୋର୍ଟ

କଟକ(କେନ୍ୟୁଜ୍‌): ଓଡିଶା ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ । କୌଣସି ସରକାରୀ ପଦବୀ ଖାଲି ପଡିବା ଅର୍ଥ ସେହି ପଦବୀରେ ଜଣେ ସରକାରୀ କର୍ମଚାରୀଙ୍କ ନିଯୁକ୍ତି ପାଇବା ସଂପୃକ୍ତ କର୍ମଚାରୀଙ୍କର ଆଇନଗତ ଅଧିକାର ନୁହେଁ ବୋଲି କହିଛନ୍ତି ଓଡିଶା ହାଇକୋର୍ଟ । ଏସସିବି ମେଡିକାଲ କଲେଜରେ…

ଗିରିଗିରିଆ ଜାତିକୁ ଅନୁସୂଚିତ ଜାତି ବର୍ଗରେ ଅନ୍ତର୍ଭୁକ୍ତ ପ୍ରସଙ୍ଗରେ ଦାୟର ଜନସ୍ୱାର୍ଥ ମାମଲା: କେନ୍ଦ୍ର ଓ ରାଜ୍ୟ…

କଟକ(କେନ୍ୟୁଜ୍): ଗିରିଗିରିଆ ଜାତିକୁ ଅନୁସୂଚିତ ଜାତି ବର୍ଗରେ ଅନ୍ତର୍ଭୁକ୍ତ ପ୍ରସଙ୍ଗକୁ ନେଇ ଦାୟର ଜନସ୍ୱାର୍ଥ ମାମଲାକୁ ହାଇକୋର୍ଟ ବିଚାର ପାଇଁ ଗ୍ରହଣ କରିବା ସହ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଜବାବ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ୮ ସପ୍ତାହ ଭିତରେ ମାମଲାର ଜବାବ ଦାଖଲ ପାଇଁ…

କୋଭିଡ ଟିକାକରଣରେ ତ୍ରୁଟି ସମ୍ପର୍କିତ ମାମଲା: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସଚିବଙ୍କୁ ବ୍ୟକ୍ତିଗତ…

କଟକ(କେନ୍ୟୁଜ): କୋଭିଡ ଟିକାକରଣରେ ତ୍ରୁଟି ସମ୍ପର୍କିତ ମାମଲାର ଶୁଣାଣି କରି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସଚିବଙ୍କୁ ବ୍ୟକ୍ତିଗତ ହାଜିରା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଓଡିଶା ହାଇକୋର୍ଟ । ଜଷ୍ଟିିସ ବିଶ୍ଵନାଥ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି…

ହାଇକୋର୍ଟଙ୍କ ନିର୍ଦ୍ଦେଶ: କାଠଯୋଡ଼ିକୁ କଟକର ନଳାପାଣି ଛାଡ଼ିବା ବନ୍ଦ କରରାଜ୍ୟର ଅନ୍ୟ ନଦୀର ସ୍ଥିତି ଜଣାଅ

କଟକ (କେନ୍ୟୁଜ୍‌) : କଟକ ସହରର ମୁଖ୍ୟ ନଳାର ପାଣିକୁ ବିଶୋଧନ କରାନଯାଇ କାଠଯୋଡ଼ି ନଦୀକୁ ଛଡାଯିବାକୁ ତୀବ୍ର ବିରୋଧ କରାଯାଇଥିଲା । ଏହାକୁ ନେଇ ଖାନନଗର ଖପୁରିଆ ଶିଳ୍ପାଞ୍ଚଳ ପୂଜା କମିଟି ପକ୍ଷରୁ ଦାୟର ମାମଲା ଉପରେ ହାଇକୋର୍ଟ ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ. ମୁରଲୀଧର ଓ ଜଷ୍ଟିସ…

ବେଆଇନ ବାଲି ଉଠା ମାମଲାକୁ ଗ୍ରହଣ କରି ପ୍ରତିପକ୍ଷକୁ ଜବାବ ଦାଖଲ ନୋଟିସ ଜାରି କଲେ ଏନଜିଟି

କଟକ(କେନ୍ୟୁଜ୍): ବେଆଇନ ବାଲି ଉଠା ମାମଲାକୁ ଗ୍ରହଣ କରି ପ୍ରତିପକ୍ଷକୁ ଜବାବ ଦାଖଲ ନୋଟିସ ଜାରି କଲେ ଏନଜିଟି। ଅନୁଗୁଳ ଜିଲ୍ଲା ରେଙ୍ଗାଳି ନିକଟ ସୁଲେଇପାଳ ନିକଟରେ ବ୍ରାହ୍ମଣୀ ନଦୀରୁ ବେଆଇନ ଭାବେ ବାଲି ଉଠାକୁ ଚାଲେଞ୍ଜ କରି ଜାତୀୟ ଗ୍ରୀନ ଟ୍ରିବୁନାଲଙ୍କ କଲିକତା ଖଣ୍ଡପୀଠରେ ଏକ ମାମଲା…

ଚିକିତ୍ସା ଅଭାବରୁ ଭୀମସାରରେ କୋଭିଡ୍‌ ରୋଗୀଙ୍କ ମୃତ୍ୟୁ ପ୍ରସଙ୍ଗ: ମୃତକଙ୍କ ପରିବାରବର୍ଗଙ୍କୁ କ୍ଷତିପୂରଣ ଦେବାକୁ…

କଟକ(କେନ୍ୟୁଜ): ଚିକିତ୍ସା ଅଭାବରୁ ଭୀମସାରରେ କୋଭିଡ୍‌ ରୋଗୀଙ୍କ ମୃତ୍ୟୁ ପ୍ରସଙ୍ଗରେ ମୃତକଙ୍କ ପରିବାରବର୍ଗଙ୍କୁ କ୍ଷତିପୂରଣ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ। ୧୩ଟି ପରିବାରକୁ କ୍ଷତିପୂରଣ ଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ୨ଟି ପରିବାରକୁ ୫ ଲକ୍ଷ ଲେଖାଏ ଓ ଅନ୍ୟ ୧୧ଜଣ ମୃତକଙ୍କ…

ଶ୍ରୀମନ୍ଦିର ଆଇନର ସଂଶୋଧନକୁ ବିରୋଧ କରି ଦାୟର ମାମଲା: ପ୍ରତିପକ୍ଷଙ୍କୁ ଜବାବ ତଲବ କଲେ ହାଇକୋର୍ଟ

ପୁରୀ(କେନ୍ଯୁଜ୍): ଶ୍ରୀଜଗନ୍ନାଥ ମନ୍ଦିର ଆଇନର ସଂଶୋଧନକୁ ବିରୋଧ କରି ଦାୟର ମାମଲାରେ ପ୍ରତିପକ୍ଷଙ୍କୁ ଜବାବ ତଲବ କରିଛନ୍ତି ହାଇକୋର୍ଟ । ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଆର.କେ.ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ଦିଲ୍ଲୀପ କୁମାର ବରାଳଙ୍କ ଆବେଦନର ଶୁଣାଣି କରି…

ଅଲିଭ୍‌ ରିଡଲେ ସୁରକ୍ଷା ପ୍ରସଙ୍ଗକୁ ନେଇ ହାଇକୋର୍ଟଙ୍କ ଶୁଣାଣି, ରିପୋର୍ଟ ଦାଖଲ ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ

କଟକ(କେନ୍ଯୁଜ୍): ଅଲିଭ୍‌ ରିଡଲେଙ୍କ ସୁରକ୍ଷା ପ୍ରସଙ୍ଗକୁ ନେଇ ହାଇକୋର୍ଟ ନିଜ ଆଡୁ ରୁଜୁ କରିଥିବା ମାମଲାରେ ଶୁଣାଣି । ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ୍‌ ଆର.କେ.ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି କରିଛନ୍ତି । ମେରାଇନ ଥାନାରେ ପୋଲିସ ପଦବି ପୂରଣ ଦିଗରେ…