Browsing Tag

high court of odisha

ପୁରୀ ବଗଲା ଧର୍ମଶାଳା ଜମି ବିବାଦ ମାମଲା: ହାଇକୋର୍ଟରେ ଦାୟର ମାମଲାର ଶୁଣାଣି, ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ…

ପୁରୀ(କେନ୍ଯୁଜ୍): ପୁରୀ ବଗଲା ଧର୍ମଶାଳା ଜମି ବିବାଦକୁ ନେଇ ହାଇକୋର୍ଟରେ ଡକ୍ଟର ସମ୍ବିତ ପାତ୍ର ଓ ଜଗନ୍ନାଥ ବସ୍ତିଆଙ୍କ ପକ୍ଷରୁ ଦାୟର କରାଯାଇଥିବା ମାମଲାର ଶୁଣାଣି କରାଯାଇଛି । ହାଇକୋର୍ଟ ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଆର କେ ପଟ୍ଟନାୟକଙ୍କୁ ନେଇ ଗଠିତ…

୨୦୧୩ ମସିହାରେ ଯୁକ୍ତ ୨ ବିଜ୍ଞାନ ପ୍ରଶ୍ନପତ୍ର ପ୍ରଘଟ ଘଟଣା: ଜନସ୍ୱାର୍ଥ ଆବେଦନର ଶୁଣାଣିରେ ଅନ୍ତ ଘଟାଇଲେ ହାଇକୋର୍ଟ

କଟକ(କେନ୍ଯୁଜ୍): ୨୦୧୩ ମସିହାରେ ଯୁକ୍ତ ଦୁଇ ବିଜ୍ଞାନ ପ୍ରଶ୍ନପତ୍ର ପ୍ରଘଟ ଘଟଣା ସଂପର୍କିତ ଜନସ୍ୱାର୍ଥ ମାମଲା । ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣିର ଅନ୍ତ ଘଟାଇଛନ୍ତି। ଏହି ଘଟଣାର କ୍ରାଇମବ୍ରାଞ୍ଚ…

୧୪ ଇଂଜିନିୟରଙ୍କୁ ଚାକିରୀର ୬ବର୍ଷ ପରେ ବହିଷ୍କାର ପାଇଁ ଗ୍ରହଣ କରାଯାଇଥିବା ନିଷ୍ପତ୍ତି ଉପରେ ହାଇକୋର୍ଟଙ୍କ ଅନ୍ତରୀଣ…

କଟକ(କେନ୍ଯୁଜ୍): ଓଡ଼ିଶା ରାଜ୍ୟ କୃଷି ମାର୍କେଟିଂ ବୋର୍ଡରେ ନିଯୁକ୍ତ ୧୪ ଇଂଜିନିୟରଙ୍କୁ ଚାକିରୀର ୬ବର୍ଷ ପରେ ବହିଷ୍କାର ପାଇଁ ଗ୍ରହଣ କରାଯାଇଥିବା ନିଷ୍ପତ୍ତି ଉପରେ ହାଇକୋର୍ଟଙ୍କ ଅନ୍ତରୀଣ ରହିତାଦେଶ । ଆବେଦନକାରୀ କାର୍ଯ୍ୟରତ ଥିବା ପଦବୀ ପ୍ରସଙ୍ଗରେ ସ୍ଥିତାବସ୍ଥା ବଜାୟ ରଖିବାକୁ…

ସରକାରୀ ଜମିକୁ ନିଜର ଦର୍ଶାଇ କ୍ଷତିପୂରଣ ନେଇସାରିଥିବା ବ୍ୟକ୍ତିଙ୍କ ଠାରୁ କ୍ଷତିପୂରଣ ରାଶି ଆଦାୟ କର: ହାଇକୋର୍ଟ

କଟକ(କେନ୍ଯୁଜ୍): ସରକାରୀ ଜମିକୁ ନିଜର ଦର୍ଶାଇ ସରକାରଙ୍କ ଠାରୁ କ୍ଷତିପୂରଣ ନେଇସାରିଥିବା ବ୍ୟକ୍ତିଙ୍କ ଠାରୁ କ୍ଷତିପୂରଣ ରାଶି ଆଦାୟ କରିବା ପାଇଁ ଓଡିଶା ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କଟକ ସିଡିଏ ଜମି କେଳେଙ୍କାରି ମାମଲାରେ ହାଇକୋର୍ଟ ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଏହା…

ପଞ୍ଜାବ ହରିୟାଣା ହାଇକୋର୍ଟ ବିଚାରପତି ଜଷ୍ଟିସ ଯଶୱନ୍ତ ସିଂହଙ୍କ ଓଡ଼ିଶା ହାଇକୋର୍ଟକୁ ବଦଳି

କଟକ(କେନ୍ଯୁଜ୍): ପଞ୍ଜାବ ହରିୟାଣା ହାଇକୋର୍ଟ ବିଚାରପତି ଜଷ୍ଟିସ ଯଶୱନ୍ତ ସିଂହଙ୍କ ଓଡ଼ିଶା ହାଇକୋର୍ଟକୁ ବଦଳି । ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଏ ନେଇ କେନ୍ଦ୍ର ଆଇନ ବିଭାଗ ବିଧିବଦ୍ଧ ବିଜ୍ଞପ୍ତି ଜାରି କରିଛି। ଗତ ୧୬ ତାରିଖରେ ଏ ନେଇ ସୁପ୍ରିମକୋର୍ଟଙ୍କ କଲେଜିୟମ ସୁପାରିଶ କରିଥିଲେ ।…

ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି ଏସ୍ ମୁରଲୀଧରଙ୍କ ଝାରସୁଗୁଡ଼ା ଗସ୍ତ

ଝାରସୁଗୁଡ଼ା (କେନ୍ଯୁଜ୍): ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି ଏସ ମୁରଲୀଧରଙ୍କ ଝାରସୁଗୁଡ଼ା ଗସ୍ତ। ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ସ୍ୱାଗତ କରିଥିଲା ଜିଲ୍ଲା ଓକିଲ ସଂଘ। ଜିଲ୍ଲାର ନ୍ୟାୟାଳୟରେ ରହିଥିବା ବିଭିନ୍ନ ଅସୁବିଧା ସଂପର୍କରେ ଅବଗତ ହେବ ସହ ଜିଲ୍ଲା କୋର୍ଟ ପରିଦର୍ଶନ କରିଥିଲେ…

ଓଡ଼ିଶା ହାଇକୋର୍ଟ ଇତିହାସରେ ଯୋଡି ହେବ ନୂଆ ଫର୍ଦ୍ଦ, ଶୁଶାଣିର ହେବ ଲାଇଭ୍‌ ଟେଲିକାଷ୍ଟ

ଭୁବନେଶ୍ବର(କେନ୍ଯୁଜ୍): ଶୁଶାଣିର ହେବ ଲାଇଭ୍‌ ଟେଲିକାଷ୍ଟ। ଓଡ଼ିଶା ହାଇକୋର୍ଟ ଇତିହାସରେ ଯୋଡି ହେବ ନୂଆ ଫର୍ଦ୍ଦ। ଲାଇଭ୍‌ ଟେଲିକାଷ୍ଟ ମାଧ୍ୟମରେ ମାମଲାର ଶୁଣାଣି କରାଯିବ । ହାଇକୋର୍ଟରେ କେଉଁ ମାମଲାର କ’ଣ ଶୁଣାଣି ହେଉଛି ତାହା ଘରେ ବସି ଦେଖିପାରିବେ। ଏନେଇ ହାଇକୋର୍ଟ ପକ୍ଷରୁ ଏକ…

ଜାନୁଆରୀ ୮ ତାରିଖ ପର୍ଯ୍ୟନ୍ତ ସ୍ୱାଭାବିକ ଭାବେ ଚାଲୁ ହୋଇ ପାରିବନାହିଁ ଓଡ଼ିଶା ହାଇକୋର୍ଟ

କଟକ: ଜାନୁଆରୀ ୮ ତାରିଖ ପର୍ଯ୍ୟନ୍ତ ସ୍ୱାଭାବିକ ଭାବେ ଚାଲୁ ହୋଇ ପାରିବ ନାହିଁ ଓଡ଼ିଶା ହାଇକୋର୍ଟ। ଅଗଷ୍ଟ ୨୧ ତାରିଖରେ ଦିଆଯାଇଥିବା ନିର୍ଦ୍ଦେଶନାମା ଅନୁସାରେ ହାଇକୋର୍ଟରେ ଅଦାଲତ କାର୍ଯ୍ୟ ଚାଲିବ ବୋଲି ହାଇକୋର୍ଟ ପକ୍ଷରୁ କୁହାଯାଇଛି।  ଅଗଷ୍ଟ ୨୧ ତାରିଖରେ  ହାଇକୋର୍ଟ ପକ୍ଷରୁ ଜାରି…

ଭୁବନେଶ୍ଵର ନାବାଳିକା ଗଣଦୁଷ୍କର୍ମ ମାମଲା, ଆଜି ହାଇକୋର୍ଟରେ ହେବ ଶୁଣାଣି

ଭୁବନେଶ୍ଵର: ଭୁବନେଶ୍ଵର ନାବାଳିକା ଗଣଦୁଷ୍କର୍ମ ମାମଲାର ଆଜି ହାଇକୋର୍ଟରେ ହେବ ଶୁଣାଣି । ଗତ ସୋମବାର ଦିନ ରାଜ୍ୟ ସରକାରଙ୍କ ପକ୍ଷରୁ ହାଇକୋର୍ଟରେ ଜବାବ ଦାଖଲ କରାଯାଇଛି । ଅକ୍ଟୋବର ୬ ତାରିଖ ଠାରୁ ଏହି ମାମଲା ଓଡିଶା କ୍ରାଇମବ୍ରାଞ୍ଚ ତଦନ୍ତ କରୁଥିବା ହାଇକୋର୍ଟଙ୍କୁ ଅବଗତ କରାଯାଇଛି ।…

ହାଇକୋର୍ଟ ଓକିଲଙ୍କୁ କଳା କୋଟ ଓ ଗାଉନ୍‌ ମନା: ମୁଖ୍ୟ ବିଚାରପତିଙ୍କ ନିର୍ଦ୍ଦେଶରେ ବିଜ୍ଞପ୍ତି ଜାରି କଲେ ରେଜିଷ୍ଟ୍ରାର…

କଟକ: ହାଇକୋର୍ଟ ଓକିଲଙ୍କୁ କଳା କୋଟ ଓ ଗାଉନ୍‌ ମନା। ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ନିର୍ଦ୍ଦେଶରେ ଏହି ବିଜ୍ଞପ୍ତି ଜାରି କରିଛନ୍ତି ରେଜିଷ୍ଟ୍ରାର ଜେନେରାଲ । କରୋନା ମହାମାରୀ ଯୋଗୁଁ ଓକିଲମାନେ ଭରଚୁଆଲ କୋର୍ଟ ବ୍ୟବସ୍ଥା ଜରିଆରେ କାର୍ଯ୍ୟ କରୁଛନ୍ତି। ଏହି ସମୟରେ ସେମାନେ କଳା କୋଟ୍‌ ଓ…

ଆଜିଠୁ ସ୍ୱାଭାବିକ ହେବ ହାଇକୋର୍ଟ, ଆସନ୍ତା ୧୫ ତାରିଖ ଯାଏଁ ଲାଗୁ ହେବ ଏହି ସବୁ ନିୟମ

କଟକ: ଆଜିଠୁ ସ୍ୱାଭାବିକ ହେବ ହାଇକୋର୍ଟ । ଆସନ୍ତା ୧୫ ତାରିଖ ଯାଏଁ ଲାଗୁ ହେବ ଏହି ନିୟମ । ସପ୍ତାହକୁ ୫ ଦିନ କାର୍ଯ୍ୟ କରିବ ହାଇକୋର୍ଟ । ମଙ୍ଗଳବାର ଓ ଗୁରୁବାର ଦୁଇ ଜଣିଆ ଖଣ୍ଡପୀଠ ବସିବାର ଥିବା ବେଳେ ପ୍ରତ୍ୟକ କାର୍ଯ୍ୟ ଦିବସରେ ୫ଟି ଜଣିକିଆ ଖଣ୍ଡପୀଠ ବସିବ । ରେଡ୍‌ ଜୋନ୍‌ରେ ଥିବା…