Below header

ବଢିଲା ଶ୍ରମିକଙ୍କ ମଜୁରୀ, ଶ୍ରମ କମିଶନରଙ୍କ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି

ଭୁବନେଶ୍ୱର(କେନ୍ୟୁଜ୍): ବଢିଲା ଶ୍ରମିକଙ୍କ ମଜୁରୀ । ଅଣ କୁଶଳୀ ଶ୍ରମିକଙ୍କ ଦୈନିକ ମଜୁରୀ ୭ଟଙ୍କା ବଢିଛି । ଫଳରେ ଏବେ ଏହା ୩୩୩ ଟଙ୍କା ହୋଇଛି । ସେହିପରି ଅର୍ଦ୍ଧ କୁଶଳୀ ଶ୍ରମିକଙ୍କ ମଜୁରୀ ବି ୭ ଟଙ୍କା ବଢି ୩୭୩ ଟଙ୍କାରେ ପହଞ୍ଚିଛି । କୁଶଳୀ ଶ୍ରମିକଙ୍କ ମଜୁରୀ ୪୨୩ ଟଙ୍କା ହୋଇଛି । ସେହିପରି ଅତ୍ୟନ୍ତ କୁଶଳୀ ଶ୍ରମିକଙ୍କ ଦୈନିକ ମଜୁରୀ ୪୮୩ ଟଙ୍କାକୁ ବୃଦ୍ଧି ପାଇଛି। ଏ ନେଇ ଶ୍ରମ କମିଶନରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.