ହୀରାକୁଦରେ ବଢୁଛି ଜଳସ୍ତର, ଆଜି ହୀରାକୁଦର ୧୦ଟି ଗେଟ୍‌ ଖୋଲିଛି

ହୀରାକୁଦରେ ବଢୁଛି ଜଳସ୍ତର । ଛତିଶଗଡ଼ର କଲମା ବ୍ୟାରେଜ୍‌ ସବୁ ଗେଟ୍‌ ଖୋଲି ଦେଇଛି । ପୁଣି ମହାନଦୀରେ ବଢ଼ିଛି ଛନକା । ଆଜି ହୀରାକୁଦର ୧୦ଟି ଗେଟ୍‌ ଖୋଲିଛି ।

ହୀରାକୁଦରେ ବଢୁଛି ଜଳସ୍ତର । ଛତିଶଗଡ଼ର କଲମା ବ୍ୟାରେଜ୍‌ ସବୁ ଗେଟ୍‌ ଖୋଲି ଦେଇଛି । ପୁଣି ମହାନଦୀରେ ବଢ଼ିଛି ଛନକା । ଆଜି ହୀରାକୁଦର ୧୦ଟି ଗେଟ୍‌ ଖୋଲିଛି । ମୋଟ୍‌ ୧୨ଟି ଗେଟ୍‌ ଦେଇ ନିଷ୍କାସିତ ହେଉଛି ବନ୍ୟା ପାଣି । ଏପଟେ ମହାନଦୀ ସିଷ୍ଟମରେ ଟଳିଛି ବନ୍ୟା ବିପଦ ।

ସ୍ଥିତି ନିୟନ୍ତ୍ରଣରେ ରହିଛି । କିନ୍ତୁ ନଦୀ ଅବବାହିକାରେ ଅନୁଗୋଳ, କଟକ ଜିଲ୍ଲାରେ ବିପନ୍ନଙ୍କ ଦୁର୍ଦ୍ଦଶା କମିନି । ମହାନଦୀର ଶାଖା ନଦୀର ବନ୍ୟା ପାଣି ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ପୁରୀ ଜିଲ୍ଲାର କଣାସ ଅଞ୍ଚଳରେ ପଶିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.