Below header

ସ୍କୁଟି ଆରୋହୀଙ୍କୁ ଚାପିଦେଲେ ହାଇୱା, ସ୍ତ୍ରୀ ମୃତ; ସ୍ବାମୀ ଆହତ

ଖୋର୍ଦ୍ଧା କଣ୍ଟିଲୋ ମୁଖ୍ଯ ରାସ୍ତାର ବଡବେରଣା ଗାଁ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ହାଇୱା ଟ୍ରକ ଧକ୍କାରେ ସ୍ତ୍ରୀ ମୃତ ସ୍ବାମୀ ଆହତ। ମୃତକ ଜଣଙ୍କ ବଡମ୍ବା ଗୋପମଥୁରା ଗ୍ରାମର ପ୍ରମିଳା ଲେଙ୍କା ବୋଲି ଜଣାପଡିଛି ।

ବେଗୁନିଆ (କେନ୍ୟୁଜ): ଖୋର୍ଦ୍ଧା କଣ୍ଟିଲୋ ମୁଖ୍ଯ ରାସ୍ତାର ବଡବେରଣା ଗାଁ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ହାଇୱା ଟ୍ରକ ଧକ୍କାରେ ସ୍ତ୍ରୀ ମୃତ ସ୍ବାମୀ ଆହତ। ମୃତକ ଜଣଙ୍କ ବଡମ୍ବା ଗୋପମଥୁରା ଗ୍ରାମର ପ୍ରମିଳା ଲେଙ୍କା ବୋଲି ଜଣାପଡିଛି । ଉଭୟ ସ୍ୱାମୀ ସ୍ତ୍ରୀ ବଡମ୍ବାରୁ ଭୁବନେଶ୍ବର ସ୍କୁଟିରେ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ଘଟଣା ସ୍ଥଳରେ ଉତ୍ତେଜନା ଯୋଗୁ ଖୋର୍ଦ୍ଧା କଣ୍ଟିଲୋ ମୁଖ୍ୟ ରାସ୍ତାରେ ଗାଡି ଚଳାଚଳ ବନ୍ଦ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.