ଘରେ କେହି ନଥିବା ବେଳେ ବିଳମ୍ବିତ ରାତିରେ ଘଟିଲା ଅଗ୍ନିକାଣ୍ଡ, ୨ ବଖରା ସମେତ ସମସ୍ତ ଧନ ସମ୍ପତି ନଷ୍ଟ

ନରସିଂହପୁର(କେନ୍ଯୁଜ୍): କଟକ ଜିଲ୍ଲା ବଡମ୍ବା ବ୍ଲକ ଗୋପପୁର ଗ୍ରାମପଞ୍ଚୟତର ମଝିପାଟଣା ସାହିର ହର ପାତ୍ରଙ୍କ ଘରେ ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ୨ ବଖରା ଘର ପୋଡିଯିବା ସହ ସମସ୍ତ ଆସବାବପାତ୍ର ସମେତ ସମସ୍ତ ଧନ ସମ୍ପତି ପୋଡି ନଷ୍ଟ ହୋଇଯାଇଥିବାର ଅଭିଯୋଗ ହୋଇଛି | ଏନେଇ ସରପଞ୍ଚଙ୍କୁ ସରକାରୀ ସାହାଯ୍ଯ ଏବଂ ପାଲ ଇତ୍ୟାଦି ଯୋଗାଇ ଦେବା ପାଇଁ ନିବେଦନ କରିଛନ୍ତି ଉକ୍ତ ପରିବାର।  ଅନ୍ଯପଟେ ହର ପାତ୍ରଙ୍କ ଘରେ କେହି ନଥିବା ବେଳେ କେହି ଶତ୍ରୁତା କରି ଏପରି କରିଥାଏ ବୋଲି ହର ପାତ୍ର ଅଭିଯୋଗ କରିଛନ୍ତି |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.