ଏତେ ରାଗ: କବାଟ ଦେଇ ଘର ଜାଳିଦେଲା ଦାଦା !
ଉଦଳା : ରାତି ଅଧରେ ଏମିତି କଣ ପୋଡା ଗନ୍ଧ ହେଉଛି । ଟିକେ ପାଖକୁ ଯାଇ ଦେଖିଲା ବେଳକୁ ହୁହୁ ହୋଇ ଜଳୁଛି ନିଜେ ଥିବା ଘର । ଜୀବନ ବିକଳରେ ଘରୁ ବାହାରକୁ ଗଲା ବେଳକୁ କିଏ ବାହାର ପଟୁ କବାଟ ବନ୍ଦ କରିଦେଇଛି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କପ୍ତିପଦା ଥାନା ଗେଣ୍ଡାଗଡିଆ ଗ୍ରାମରେ ।…