ବଜ୍ରପାତରେ ଜଳିଗଲା ଘର ସମେତ ଆସବାବପତ୍ର

ବଜ୍ରପାତରେ ଜଳିଗଲା ଘର ସମେତ ଆଶାବାଵପତ୍ର l ସିମୁଳିଆ ବ୍ଲକ ଅନ୍ତର୍ଗତ କୁଣିଆରୀ ଗ୍ରାମର ଭାସ୍କର ଜେନାଙ୍କ ଆଜି ବଜ୍ରପାତ ୪ ବଖରା ଘର ସଂପୂର୍ଣ୍ଣ ପୋଡି ପାଉଁଶ ହୋଇଯାଇଛି l ସ୍ଥାନିୟ ଲୋକମାନଙ୍କ ସହଯୋଗ ରେ ନିଆଁ କୁ ଆୟତ୍ତ କରାଯାଇଛି ।

ସୋର(କେନ୍ୟୁଜ ): ବଜ୍ରପାତରେ ଜଳିଗଲା ଘର ସମେତ ଆସବାବପତ୍ର  l ସିମୁଳିଆ ବ୍ଲକ ଅନ୍ତର୍ଗତ କୁଣିଆରୀ ଗ୍ରାମରେ ଘଟିଛି ଏହି ଘଟଣା l  ବଜ୍ରପାତରେ ଜଳିଗଲା ଘର ସମେତ ଆଶାବାପତ୍ର l ବାଲେଶ୍‌ର ଜିଲ୍ଲା ସିମୁଳିଆ ବ୍ଲକ ଅନ୍ତର୍ଗତ କୁଣିଆରୀ ଗ୍ରାମର ଭାସ୍କର ଜେନାଙ୍କ ଆଜି ବଜ୍ରପାତରେ ୯ ବଖରା ଘର ସଂପୂର୍ଣ୍ଣ ପୋଡି ପାଉଁଶ ହୋଇଯାଇଛି l

ସ୍ଥାନିୟ ଲୋକ ଓ ଅଡା ଦମକଳବାହିନ ସହଯୋଗରେ ନିଆଁକୁ ଆୟତ୍ତ କରାଯାଇଛି । ବଜ୍ରପାତରେ ଭାସ୍କରଙ୍କର ସମସ୍ତ ଆଶାବାବ ପତ୍ର ସମେତ କାଗଜପତ୍ର ପୋଡି ଯାଇଥିବା ଦେଖିବାକୁ ମିଳିଛି । ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଛି lବିପନ୍ନ ପରିବାର କୁ ଆର୍ଥିକ ସହାୟତା ପାଇଁ ଅଂଚଳବାସୀ ଦାବି ପ୍ରଶାସନ ନିକଟରେ ଦାବି ରଖିଛନ୍ତି l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.