ସମ୍ବଲପୁର ସହରରେ ସ୍ୱାଭାବିକ ହେଉଛି ସ୍ଥିତି, କିଛି ସ୍ଥାନରୁ ଉଠିଲା ୧୪୪ ଧାରା

ସମ୍ବଲପୁର ସହରରେ ସ୍ୱାଭାବିକ ହେଉଛି ସ୍ଥିତି । ସଦର ଥାନା ଓ ବରେଇପାଲି ଥାନା ଅଞ୍ଚଳରୁ ଉଠିଲା ୧୪୪ ଧାରା । ସମ୍ବଲପୁର ହିଂସା ଘଟଣା ପରଠୁ ବିଭିନ୍ନ ଅଞ୍ଚଳରେ ଲାଗିଥିଲା ୧୪୪ ଧାରା ।

ସମ୍ବଲପୁର(କେନ୍ୟୁଜ ): ସମ୍ବଲପୁର ସହରରେ ସ୍ୱାଭାବିକ ହେଉଛି ସ୍ଥିତି । ସଦର ଥାନା ଓ ବରେଇପାଲି ଥାନା ଅଞ୍ଚଳରୁ ଉଠିଲା ୧୪୪ ଧାରା । ସମ୍ବଲପୁର ହିଂସା ଘଟଣା ପରଠୁ ବିଭିନ୍ନ ଅଞ୍ଚଳରେ ଲାଗିଥିଲା ୧୪୪ ଧାରା ।

ଟାଉନ ଥାନା ଅଞ୍ଚଳ, ଧନୁପାଲି ଥାନା, କ୍ଷେତରାଜପୁର ଥାନା, ଅଇଁଠାପାଲି ଥାନା, ବରେଇପାଲି ଓ ସଦର ଥାନା ଅଞ୍ଚଳରେ ଲାଗୁ ହୋଇଥିଲା ୧୪୪ ଧାରା । ବର୍ତ୍ତମାନ ସମ୍ବଲପୁରରେ ସକାଳ ୫ଟାରୁ ରାତି ୮ ଯାଏ କଟକଣା କୋହଳ ରହିଛି ।