Below header

ଭଦ୍ରକ: ଶୁକଦେବପୁର ଛକ ନିକଟରୁ ବିପୁଳ ପରିମାଣର ବିଦେଶୀ ମଦ ଜବତ, ୨ ବେପାରୀଙ୍କୁ ବାନ୍ଧିଲା ପୋଲିସ୍

ଭଦ୍ରକ : ଭଦ୍ରକ ଜିଲ୍ଲା ବାସୁଦେବପୁର ପୋଲିସ ଦ୍ୱାରା ଶୁକଦେବପୁର ଛକ ନିକଟରୁ ବିପୁଳ ପରିମାଣର ବିଦେଶୀ ମଦ ଜବତ । ବିଶେଷ ସୁତ୍ରରୁ ଖବର ପାଇ ଶୁକଦେବପୁର ଛକ ନିକଟସ୍ଥ ଭାରତ ଗ୍ୟାସ୍‌ ନିକଟରୁ ୨ଜଣ ଚୋରା ମଦ ବେପାରୀଙ୍କୁ ଧରିବା ସହ ଦୁଇଟି ମୋଟର ସାଇକେଲ ଜବତ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.