Below header

ଯୁବତୀ ଚାଲାଣ ବେଳେ ଧରିଲା ପୋଲିସ୍: ୩ ନାବାଳିକା ଓ ୬ ଯୁବତୀ ଉଦ୍ଧାର

ରାଉରକେଲା(କେନ୍ଯୁଜ୍): ଯୁବତୀ ଚାଲାଣ ବେଳେ ଧରିଲା ପୋଲିସ । ୩ ନାବାଳିକା ଓ ୬ ଯୁବତୀ ଉଦ୍ଧାର । ରାଉରକେଲା ବସଷ୍ଟାଣ୍ଡରୁ ଯୁବତୀ ଚାଲାଣ ବେଳେ ଉଦ୍ଧାର କଲା ବସଷ୍ଟାଣ୍ଡ ଫାଣ୍ଡି ପୋଲିସ ।

ଅଧିକ ରୋଜଗାରର ପ୍ରଲୋଭନ ଦେଖାଇ ବିଜୟ ଚୁଙ୍ଗୁଡି ଫ୍ୟାକ୍ଟ୍ରିରେ କାମ କରାଇବାକୁ ନେଇ ଯାଉଥିବା ଦୁଇ ଦଲାଲ୍‌ ଅଟକ । ନାବାଳିକାଙ୍କୁ ଚାଇଲଡ୍‌ ଲାଇନର ଦୀଶା ସେଣ୍ଟର ରେ ରଖାଯାଇଥିବା ସୂଚନା ମିଳିଛି । ଏନେଇ ପୋଲିସ ଅଧିକ ତଦନ୍ତ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.