Below header

ବିଞ୍ଝାରପୁର : ନବବଧୂକୁ ଗଳା କାଟି ହତ୍ୟା ଅଭିଯୋଗ

ଯାଜପୁର ଟାଉନ : ବିଂଝାରପୁର ଥାନା ଗୁଣ୍ଡୁରିପଡା ଗାଁ ରେ ବଧୂ ହତ୍ୟା ଅଭିଯୋଗ।ଶାଶୁ ଘର ଲୋକେ ହତ୍ୟାକରିଥିବା ବାପ ଘର ପକ୍ଷରୁ ଅଭିଯୋଗ। ମୃତକ ହେଲେ ଦିଗମ୍ବର ଦଳେଇଙ୍କ ସ୍ତ୍ରୀ ଗୀତାରାଣୀ । ଗୀତାରାଣୀ ଙ୍କ ବେକରେ ଗଭୀର କ୍ଷତ ଚିହ୍ନ ରହିଥିବାରୁ ତାଙ୍କୁ ଗଳାକାଟି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ପୋଲିସ ପହଂଚି ଘଟଣା ର ତଦନ୍ତ ଆରମ୍ଭ କରିଛି । ବର୍ତ୍ତମାନ ସୁଦ୍ଧା ହତ୍ୟାକାଣ୍ଡ ର ପ୍ରକୃତ କାରଣ ଜଣାପଡିନାହିଁ। ସାଇଣ୍ଟିଫିକ ଟିମର ଆସିବା ପରେ ତଦନ୍ତ ଆଗକୁ ବଢିବ ବୋଲି ଯାଜପୁର ଏସ୍ଡଡିପିଓ ସୂଚନା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.