କାନ୍ଥରୁ ଲିଭିନି ଶୁଭ ବିବାହ : ଯୌତୁକ ପାଇଁ ନବବଧୂକୁ ବିଷ ଦେଇ ହତ୍ୟା ଅଭିଯୋଗ
ବିନିକା: ଯୌତୁକ ପାଇଁ ଉଜୁଡ଼ି ଗଲା ସୁନାର ସଂସାର । ବିଷ ଦେଇ ମାରିଦେଲେ ଶ୍ୱଶୁର ଘର ଲୋକେ । ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଚରଦା ଗାଁରେ ବଧୂ ହତ୍ୟା ଅଭିଯୋଗ ହୋଇଛି । ମୃତକ ହେଲେ ଅଞ୍ଜଳି ପଧାନ। ଝିଅକୁ ଶ୍ୱଶୁର ଘର ଲୋକେ ଯୌତୁକ ପାଇଁ ବିଷ ଦେଇ ମାରିଦେଇଥିବା ବିନିକା ଥାନାରେ…