ବ୍ରହ୍ମପୁର:ଇଣ୍ଡିଆନ୍‌ ଓଭରସିଜ୍‌ ବ୍ୟାଙ୍କ ଆରମ୍ଭ କରିଛି ରିକଭରି ମେଳା, ବିଭିନ୍ନ ନେଣ ଦେଣ ଉପରେ ଲୋକଙ୍କୁ କଲା ଅବଗତ

ଇଣ୍ଡିଆନ୍‌ ଓଭରସିଜ୍‌ ବ୍ୟାଙ୍କ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ଅଧୀନରେ ଥିବା ସମସ୍ତ ବ୍ୟାଙ୍କ ପକ୍ଷରୁ ରିକଭରି ମେଳା ଆରମ୍ଭ ହୋଇଛି। ଏଥିରେ ବ୍ୟାଙ୍କର ବିଭିନ୍ନ ନେଣ ଦେଣ ଉପରେ ଲୋକଙ୍କୁ ଅବଗତ କରିବା ସହ ଡୋର ଟୁ ଡୋର କ୍ୟାମ୍ପେନ୍‌ କରାଯାଉଛି। ଏହି ଅବସରରେ ବ୍ୟାଙ୍କର ରିଜିଓନାଲ୍‌ ମ୍ୟାନେଜର ଚନ୍ଦ୍ରମଣି ଜାଲି ମୁଖ୍ୟ ଅତିଥି ଭାବେ ଯୋଗଦେଇ ମେଳରା ଶୁଭାରମ୍ଭ କରିଥିଲେ। ଆଜି ବ୍ରହ୍ମପୁର ତୁଳସୀନଗର ଅଞ୍ଚଳରେ ଏହି ମେଳା ଅନୁଷ୍ଠିତ ହୋଇଥିବାବେଳେ ଆଗାମୀ ଦିନରେ ଅନ୍ୟ ସହରରେ ମଧ୍ୟ ଏହାର ଆୟୋଜନ କରାଯିବ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.