ଜାଣନ୍ତୁ ଆଜିର ଭାଗ୍ୟ

mesha

ମେଷ : ଆଜି ଆପଣ ନିଜର ଇଛାଶକ୍ତି ଏବଂ କର୍ତ୍ତବ୍ୟକୁ ନେଇ ଦ୍ବନ୍ଦରେ ରହିପାରନ୍ତି। ସମୟ ଅନୁସାରେ କାମ ପୁରା କରିବା ପାଇଁ ଧ୍ୟାପ ରଖନ୍ତୁ।

brushaବୃଷ : ଆଜି ଘରର ଅତ୍ୟଧିକ କାମ ପାଇଁ ଶରୀର ଅସୁସ୍ଥ ହୋଇପାରେ। ବାହାର କାମ କରିବାରେ ସାବଧାନ ରୁହନ୍ତୁ।

mithunaମିଥୁନ : ଆଜି ଆପଣଙ୍କ ଜୀବନରେ କିଛି ସମସ୍ୟା ଦେଖା ଦେଇପାରେ। ଚିନ୍ତା ନକଲେ ସବୁ କିଛି ଧୀରେ ଧୀରେ ସମାଧାନ ହୋଇଯିବ।

karkataକର୍କଟ : ଆଜି ଆପଣ ନିଜର କର୍ତ୍ତବ୍ୟକୁ ନେଇ ଚିନ୍ତାରେ ରହିପାରନ୍ତି। କୌଣସି ମନୋରଞ୍ଜନରେ ଯୋଗ ଦେବାରେ ବାଧା ଦେଖା ଦେଇପାରେ।

singhaସିଂହ : ଆପଣ ନିଜର କୌଶଳ ବଳରେ ଆସୁଥିବା ସମସ୍ତ ସମସ୍ୟାର ସାମ୍ନା କରିପାରିବେ।
kanyaକନ୍ୟା : ଆଜି ଅଦାଲତ ସମ୍ବନ୍ଧିତ କୌଣସି ମାମଲାର ରାୟ ଆପଣଙ୍କ ସପକ୍ଷରେ ହୋଇପାରେ। କୌଣସି ଉଚ୍ଚ ଅଧିକାରୀ ଆପଣଙ୍କ ସାଥ୍ ଦେଇପାରନ୍ତି।

tulaaତୁଳା : ଆଜି ଆପଣଙ୍କୁ କାମ କରି ଖୁବ୍ ଥକା ଲାଗିପାରେ। ଲୋକମାନେ ଆପଣଙ୍କ ସାହାଯ୍ୟ ଲୋଡିପାରନ୍ତି। ବହୁତ ଜଲଦି ଆପଣଙ୍କ ଖରାପ ସମୟ ଚାଲିଯିବ।

bichhaବିଛା : ଆଜି ଆପଣ ଶାନ୍ତିର ସହ କୌଣସି ନିଷ୍ପତି ନେବେ। ଘର ଏବଂ କାମ ଦୁଇଟି ମଧ୍ୟରେ କାହାକୁ ଅଣଦେଖା କରନ୍ତୁ ନାହିଁ। ବହୁତ ଜଲିଦି ସବୁ କିଛି ଠିକ ହୋଇଯିବ।

dhanuଧନୁ : ଯଦି ଆପଣ କୌଣସି ଆଇନଗତ କାର‌୍ୟ୍ୟ କରୁଛନ୍ତି ତେବେ ନିଶ୍ଚୟ ଆପଣ ବିଜୟ ହେବେ। ଧର‌୍ୟ୍ୟର ସହ କାମ କଲେ ସବୁ କିଛି ଠିକ ହୋଇଯିବ।

makaraମକର : ଦୀର୍ଘ ଦିନର ଅପେକ୍ଷା ପରେ ଆଇନ ଆପଣଙ୍କ ସାଥ୍ ଦେବ।

kumbhaକୁମ୍ଭ : ଦୀର୍ଘ ଦିନ ପରେ ଆଜି ଆପଣଙ୍କ ସମସ୍ୟାର ସମାଧାନ ହେବ। ବର୍ତ୍ତମାନ ଆପଣ ମାନସିକ ଏବଂ ଭାବନାତ୍ମକ ରୂପରେ ଆଗକୁ ବଢିପାରିବେ।

minaମୀନ : ଆଜି ଆପଣ କୌଣସି ଝଗଡାରେ ଫସି ପାରନ୍ତି। ଶାନ୍ତିର ସହ ଝଗଡାର ସମାଧାନ କରିବା ପାଇଁ ଚେଷ୍ଟା କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.