Below header

ଫାଇଭ-ଟି ସଚିବ ଭି.କେ ପାଣ୍ଡିଆନଙ୍କୁ ଅନ୍ତର୍ଜାତୀୟ ସମ୍ମାନ, ହକିର ପ୍ରଚାର ପ୍ରସାର ପାଇଁ ମିଳିଲା FIH ପ୍ରେସିଡେଣ୍ଟସ ଆୱାର୍ଡ

କେନ୍ୟୁଜ୍(ବ୍ୟୁରୋ): ଫାଇଭ-ଟି ସଚିବ ଭି.କେ ପାଣ୍ଡିଆନଙ୍କୁ ସମ୍ମାନଜନକ FIH ପ୍ରେସିଡେଣ୍ଟସ ଆୱାର୍ଡ । ହକିର ପ୍ରଚାର ପ୍ରସାର କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଅନ୍ତର୍ଜାତୀୟ ହକି ଫେଡରେସନ-FIH ପକ୍ଷରୁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ଭିଡିଓ କନଫରେନ୍ସିଂରେ FIHର ୪୭ ତମ ସମ୍ମିଳନୀରେ ଫାଇଭ-ଟି ସଚିବ ଭି.କେ ପାଣ୍ଡିଆନଙ୍କୁ ପୁରସ୍କାର ଦିଆଯାଇଛି । ଏଥିପାଇଁ ହକି ଇଣ୍ଡିଆ ପକ୍ଷରୁ ତାଙ୍କୁ ଶୁଭେଚ୍ଛା ଜଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.