ଆଇପିଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ, ପଢନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ବ

ଭୁବନେଶ୍ବର : ଆଇପିଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ । ସୁନୀଲ ରାୟ ହେଲେ ସ୍ପେଶାଲ DG ଇଣ୍ଟେଲିଜେନ୍ସ । ଅମିତାଭ ଠାକୁରଙ୍କୁ ସ୍ପେଶାଲ ଆର୍ମଡ୍‌ ପୋଲିସର ଆଇଜିପି ଭାବେ ଦାୟିତ୍ୱ ମିଳିଛି । ଉମାଶଙ୍କର ଦାଶଙ୍କୁ ପୁରୀ SP ଦାୟିତ୍ୱ । ସଞ୍ଜୀବ ପଣ୍ଡାଙ୍କୁ ADG ଆଇନ ଶୃଙ୍ଖଳା, କୋରାପୁଟ DIG ଭାବେ ହିମାଂଶୁ ଲାଲ ଏବଂ ଯତୀନ୍ଦ୍ର କୋଏଲ ହେଲେ ଦକ୍ଷିଣାଞ୍ଚଳ IG । ଆଶିଷ କୁମାର ସିଂ DIG ଗୁଇନ୍ଦା ବିଭାଗ ଭାବେ ନିଯୁକ୍ତ ହୋଇଛନ୍ତି । ରାଉରକେଲା SP ଭାବେ ସାର୍ଥକ ଷଡ଼ଙ୍ଗୀଙ୍କୁ ଦାୟିତ୍ୱ ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.