Below header

ଲକ୍ଷ୍ମୀ ପୂଜାରେ ଲକ୍ଷ୍ମୀଙ୍କୁ ବନ୍ଦୀ: ବୋହୂକୁ ଶାଶୁଘର ଲୋକ ତାଲା ପକାଇ ରଖିଥିବା ଅଭିଯୋଗ

ଲକ୍ଷ୍ମୀ ପୂଜାରେ ଲକ୍ଷ୍ମୀଙ୍କୁ ବନ୍ଦୀ। ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ପଞ୍ଚମା ଗାଁର ଘଟଣା । ମହିଳାଙ୍କୁ ତାଙ୍କ ଶାଶୁଘର ଲୋକ ବନ୍ଦୀ କରି ରଖିଥିବା ଅଭିଯୋଗ ହୋଇଛି । ଏପରିକି ଦୀର୍ଘଦିନ ଧରି ମହିଳାଙ୍କୁ ଖାଇବାକୁ ନଦେବା ସହ ଶୌଚ ହେବା ପାଇଁ ମଧ୍ୟ ଛାଡୁନଥିବା ଅଭିଯୋଗ କରିଛନ୍ତି ପୀଡିତା ।

ଗଞ୍ଜାମ (କେନ୍ୟୁଜ): ଲକ୍ଷ୍ମୀ ପୂଜାରେ ଲକ୍ଷ୍ମୀଙ୍କୁ ବନ୍ଦୀ। ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ପଞ୍ଚମା ଗାଁର ଘଟଣା । ମହିଳାଙ୍କୁ ତାଙ୍କ ଶାଶୁଘର ଲୋକ ବନ୍ଦୀ କରି ରଖିଥିବା ଅଭିଯୋଗ ହୋଇଛି । ଏପରିକି ଦୀର୍ଘଦିନ ଧରି ମହିଳାଙ୍କୁ ଖାଇବାକୁ ନଦେବା ସହ ଶୌଚ ହେବା ପାଇଁ ମଧ୍ୟ ଛାଡୁନଥିବା ଅଭିଯୋଗ କରିଛନ୍ତି ପୀଡିତା । ଏପରିକି ପୀଡିତାଙ୍କ ବାପଘର ଲୋକ ଆସିଲେ, ସେମାନଙ୍କୁ ଶାଶୁଘର ଲୋକ ଗାଳି ଗୁଲଜ କରୁଥିବା ପୀଡିତା କହିଛନ୍ତି । ସେପଟେ ଘଟଣା ସମ୍ପକର୍ରେ ଖବର ପାଇ ସମାଜସେବୀ ପ୍ରମିଳା ତ୍ରିପାଠୀ ପୀଡିତାଙ୍କୁ ସହଯୋଗର ହାତ ବଢାଇବାକୁ ପ୍ରତିଶ୍ରୁତି ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.