Below header

କାଲିଠୁ ମୁଣ୍ଡଫଟା ଖରା, ରାଜ୍ୟରେ ଅସହ୍ୟ ହେବ ତାତି

କାଲିଠୁ ମୁଣ୍ଡଫଟା ଖରା । ରାଜ୍ୟରେ ଅସହ୍ୟ ହେବ ତାତି । ଦିନ ତାପମାତ୍ରା ୪ରୁ ୬ ଡିଗ୍ରୀ ସେଲିସିୟସ ଯାଏଁ ବୃଦ୍ଧି ପାଇବ । ବାୟୁମଣ୍ଡଳରେ ଶୁଷ୍କତା ବଢିବାର ସମ୍ଭାବନା ଥିବାରୁ ଦିନ ତାପମାତ୍ରା ବୃଦ୍ଧି ପାଇବ।

ଭୁବନେଶ୍ୱର (କେନ୍ୟୁଜ): କାଲିଠୁ ମୁଣ୍ଡଫଟା ଖରା । ରାଜ୍ୟରେ ଅସହ୍ୟ ହେବ ତାତି । ଦିନ ତାପମାତ୍ରା ୪ରୁ ୬ ଡିଗ୍ରୀ ସେଲିସିୟସ ଯାଏଁ ବୃଦ୍ଧି ପାଇବ । ବାୟୁମଣ୍ଡଳରେ ଶୁଷ୍କତା ବଢିବାର ସମ୍ଭାବନା ଥିବାରୁ ଦିନ ତାପମାତ୍ରା ବୃଦ୍ଧି ପାଇବ। ୧୨ ତାରିଖ ପରଠାରୁ ୩ ରୁ ୪ଦିନ ରାଜ୍ୟର ଅଧିକାଂଶ ସ୍ଥାନରେ ଦିନ ତାପମାତ୍ରା ୪ରୁ ୬ ଡିଗ୍ରୀ ସେଲସିୟସ ଯାଏ ବୃଦ୍ଧି ପାଇବା ସମ୍ଭାବନା ଥିବା ପୂର୍ବାନୁମାନ କରିଛି ଭୁବନେଶ୍ବର ପାଣିପାଗ କେନ୍ଦ୍ର।୧୨ ଏବଂ ୧୩ ତାରିଖରେ ଅନେକ ସ୍ଥାନର ତାପମାତ୍ରା ୩୮ରୁ ୩୯ଡିଗ୍ରୀ ଛୁଇଁପାରେ। ଆଭ୍ୟନ୍ତରୀଣ ଓଡିଶା ଓ ଉପକୂଳ ଓଡ଼ିଶାର ତାପମାତ୍ରା ୩୮ ଡିଗ୍ରୀ ଛୁଇଁବା ସମ୍ଭାବନା ରହିଛି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.