Browsing Tag

bhubaneswar temperature

ଅସହ୍ୟ ତାତିରେ ଜଳୁଛି ଓଡ଼ିଶା, ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବ ତାପମାତ୍ରା

ଭୁବନେଶ୍ୱର ; ଆହୁରି ବଢ଼ିବ ତାତି । ଆସନ୍ତା ୯ ତାରିଖରୁ ବଢ଼ିବ ତାପମାତ୍ରା  । ପଶ୍ଚିମା ଝଡ଼ ଉତ୍ତର ପଶ୍ଚିମ ଭାରତକୁ ପ୍ରବାହିତ କରିବାର ସମ୍ଭାବନା ଥିବାରୁ ଥଣ୍ଡା ବାୟୁର ପ୍ରଭାବ କମିବା ସହ ରାଜ୍ୟରେ ତାପମାତ୍ରା ବୃଦ୍ଧି ହେବାର ସମ୍ଭାବନା ରହିଛି । ଏପଟେ ଏବେ ହ୍ରାସ ପାଇଛି ଦିନ ତାପମାତ୍ରା ।…

ଫେବ୍ରୁ୍ଆରିରୁ ୩୬ ଡିଗ୍ରୀ ପାର କଲାଣି ପାରଦ, ଆଗାମୀ ୪ ରୁ ୫ ଦିନ ଯାଏଁ ତାପମାତ୍ରାରେ ହେବନି ପରିବର୍ତ୍ତନ

ଭୁବନେଶ୍ୱର : କଥାରେ ଅଛି ମାଘ ମାସରେ ବାଘ ପରି ଶୀତ। ହେଲେ ଚଳିତ ବର୍ଷ ହଠାତ୍ ମାଘ ମାସରେ ଶୀତ କୁଆଡ଼େ ଗାଏବ ହୋଇଯାଇଛି । ଆଉ ଫେବୃଆରୀ ମାସ ଆରମ୍ଭରୁ କଲବଲ କରୁଛି ଖରାର ତାତି । ଏପରିକି ଖରା ଦିନ ଆରମ୍ଭ ନହେଉଣୁ ୩୬ ଡିଗ୍ରୀ ପାର କଲାଣି ପାରଦ। ଉପକୂଳ ଓଡ଼ିଶାରେ ସର୍ବନିମ୍ନ ତାପମାତ୍ରା…

ଡହଡହ ଖରାରେ ଜଳୁଛି ଓଡ଼ିଶା: ୪୫ ଡିଗ୍ରୀ ମୁହାଁ ପାରଦ, ୫ ଦିନ ଗ୍ରୀଷ୍ଣ ପ୍ରବାହ ପାଇଁ ଚେତାବନୀ

ଭୁବନେଶ୍ୱର (କେନ୍ୟୁଜ): ୪୫ ଡିଗ୍ରୀ ମୁହାଁ ପାରଦ। ଡହଡହ ଖରାରେ ସିଝୁଛି ରାଜ୍ୟ । ଉପକୂଳରୁ ଉପାନ୍ତ ସବୁଠି ତାତିର ପ୍ରକୋପ । ସକାଳ ୯ଟାରୁ ବଢୁଛି ଖରାର ତେଜ । ଆଗାମୀ ୪ରୁ ୫ ଦିନ ମଧ୍ୟରେ ରାଜ୍ୟର ଅନେକ ସ୍ଥାନରେ ଦିନ ତାପମାତ୍ରା ୪ରୁ ୬ ଡଗ୍ରୀ ବୃଦ୍ଧି ପାଇବା ସମ୍ଭାବନା ରହିଛି। ୧୭ରୁ ୨୦…

ପଣା ସଂକ୍ରାନ୍ତିରୁ ପ୍ରବଳ ତାତି, ୪୦ ଡିଗ୍ରୀ ଛୁଇଁବା ସମ୍ଭାବନା

ଭୁବନେଶ୍ୱର (କେନ୍ୟୁଜ) : କାଳବୈଶାଖୀ ପ୍ରଭାବରେ ରାଜ୍ୟରେ ତାତିରେ ବ୍ରେକ୍ ଲାଗିଛି । ପଣା ସଂକ୍ରାନ୍ତିରୁ ରାଜ୍ୟରେ ପୁଣି ଉପରମୁହାଁ ହେବ ପାରଦ । ଫେରିବ ଗରମ ଓ ଗୁଳୁଗୁଳି । ଆସନ୍ତା ୧୩ ତାରିଖ ପରଠୁ ରାଜ୍ୟରେ ପୁଣି ବଢ଼ିବ ତାତି । ତାପମାତ୍ରା ୨ରୁ ୪ ଡିଗ୍ରୀ ସେଲସିୟସ୍ ଯାଏ ବଢ଼ିପାରେ ।…

ଆଜିଠୁ ପ୍ରଚଣ୍ଡ ତାତି: ଆଗାମୀ ୫ଦିନ ଯାଏ ନିସ୍ତାର ନାହିଁ, ସତର୍କ କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର (କେନ୍ୟୁଜ): ଅସହ୍ୟ ଖରା । କଲବଲ କରୁଛି ତାତି । ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ସକାଳ ୯ଟାରୁ ଟାଇଁଟାଇଁ ଖରା । ଗତକାଲି ୪୧ ଡିଗ୍ରୀ ଉପରେ ରେକର୍ଡ ହୋଇଛି ୭ ସହରର ତାପମାତ୍ରା । ଆଜିଠୁ ଆହୁରି ବଢ଼ିବ ତାତି । ଆଗାମୀ ୫ଦିନ ଯାଏ ତାତିରୁ ନିସ୍ତାର ନାହିଁ । ରାଜ୍ୟକୁ…

୪୧ ଡିଗ୍ରୀ ଟପିଲା ୭ ସହରର ତାପମାତ୍ରା, ଜରୁରୀ ନଥିଲେ ବାହାରକୁ ନବାହାରିବାକୁ ପରାମର୍ଶ

ଭୁବନେଶ୍ୱର (କେନ୍ୟୁଜ): ଡରାଉଛି ତାତି ।  ଯେମିତି ନିସ୍ତାର ନାହିଁ । ୪୧ ଡିଗ୍ରୀ ଟପିଲା ରାଜ୍ୟର ୭ ସହରର ତାପମାତ୍ରା ।  ଗତକାଲି ମାଲକାନଗିରିରେ ସର୍ବୋଚ୍ଚ ତାପମାତ୍ରା ୪୧. ୭ଡିଗ୍ରୀ ରେକର୍ଡ ହୋଇଛି ।  ଆଜି ଠାରୁ ୬ ତାରିଖ ଯାଏ ଅନୁଭୂତ ହେବ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗ୍ରୀଷ୍ମ ଲହରୀକୁ…

କାଲିଠୁ ମୁଣ୍ଡଫଟା ଖରା, ରାଜ୍ୟରେ ଅସହ୍ୟ ହେବ ତାତି

ଭୁବନେଶ୍ୱର (କେନ୍ୟୁଜ): କାଲିଠୁ ମୁଣ୍ଡଫଟା ଖରା । ରାଜ୍ୟରେ ଅସହ୍ୟ ହେବ ତାତି । ଦିନ ତାପମାତ୍ରା ୪ରୁ ୬ ଡିଗ୍ରୀ ସେଲିସିୟସ ଯାଏଁ ବୃଦ୍ଧି ପାଇବ । ବାୟୁମଣ୍ଡଳରେ ଶୁଷ୍କତା ବଢିବାର ସମ୍ଭାବନା ଥିବାରୁ ଦିନ ତାପମାତ୍ରା ବୃଦ୍ଧି ପାଇବ। ୧୨ ତାରିଖ ପରଠାରୁ ୩ ରୁ ୪ଦିନ ରାଜ୍ୟର ଅଧିକାଂଶ…

ତାତିରୁ ଆଶ୍ଵସ୍ତି : ରାଜ୍ୟରେ ୧୦ ଯାଏ ବର୍ଷା, ୧୧ରୁ ପୁଣି ଗରମ ଆରମ୍ଭ

ଭୁବନେଶ୍ୱର (କେନ୍ୟୁଜ): ଓଡ଼ିଶା ଉପକୂଳ ବଙ୍ଗୋପସାଗରରେ ଗୁରୁଚାପ ବଳୟ ସକ୍ରିୟ ରହିଛି । ଏହାର ପ୍ରଭାବରେ ଜଳୀୟ ବାଷ୍ପପୂର୍ଣ୍ଣ ବାୟୁ ରାଜ୍ୟ ମଧ୍ୟକୁ ପ୍ରବେଶ କରୁଥିବାରୁ କିଛି ସ୍ଥାନରେ ମେଘୁଆ ପାଗ ସହ ହାଲୁକା ବର୍ଷା ହେଉଛି । ଆସନ୍ତା ୪ ଦିନ ଯାଏ ଦିନ ଓ ରାତି ତାପମାତ୍ରାରେ ବିଶେଷ…

ଆରମ୍ଭ ହୋଇସାରିଛି ସୂର୍ଯ୍ୟଙ୍କ ଉତ୍ତରାୟଣ ଗତି: ଆସନ୍ତା ସପ୍ତାହରୁ ବଢିବ ଦିନ ତାପମାତ୍ରା

ଭୁବନେଶ୍ୱର (କେନ୍ୟୁଜ୍‌) : ଆସନ୍ତା ସପ୍ତାହରୁ ବଢିବ ଦିନ ତାପମାତ୍ରା । ରାତିର ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ । ଏହି ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ସୂର୍ଯ୍ୟଙ୍କ ଉତ୍ତରାୟଣ ଗତି ଆରମ୍ଭ ହୋଇସାରିଥିବାରୁ ଓ ବାୟୂମଣ୍ଡଳରେ ଶୁଷ୍କତା ବୃଦ୍ଧି…

ଦୁଇ ଦିନ ଆଶ୍ଵସ୍ତି ପରେ ପୁଣି ତାତି : ଦିନ ସାଢେ ୧୧ ସୁଦ୍ଧା ରାଜଧାନୀର ତାପମାତ୍ରା ୪୧ ଡିଗ୍ରୀ ରେକର୍ଡ

ଭୁବନେଶ୍ୱର (କେନ୍ୟୁଜ): ଆଜିଠୁ ପୁଣି ଗ୍ରୀଷ୍ମଲହରି । ଦୁଇ ଦିନ ପାଗ ଥଣ୍ଡା ପଡ଼ିବା ପରେ ତାତି ଫେରିଛି । ତାତିବ ଦିନ । ତତଲା ପାଲଟିବ ରାତି । ଦିନ ରାତି ଅହସ୍ୟ କରିବ ଗରମ ଓ ଗୁଳୁଗୁଳି । ଉଷ୍ମ ରାତି ପାଇଁ ଚେତାବନୀ ଦେଇଛି ପାଣିପାଗ ବିଭାଗ । ଆସନ୍ତା ଦୁଇ ଦିନ ରାଜ୍ୟରେ ଅନୁଭୂତ ହେବ…

ସକାଳୁ ସକାଳୁ ଗୁଳୁଗୁଳି କରୁଛି ନାକେଦମ : ୫ଟା ୩୦ ସୁଦ୍ଧା ଭୁବନେଶ୍ୱରରେ ତାପମତ୍ରା ୩୦.୨ ଡିଗ୍ରି

ଭୁବନେଶ୍ୱର (କେନ୍ୟୁଜ): ପୁଣି ଅସହ୍ୟ ତାତି ସାଙ୍ଗକୁ ଗୁଳୁଗୁଳି । ଅସହ୍ୟ ଜନଜୀବନ । ଆଜି ସକାଳ ୫ଟା ୩୦ ସୁଦ୍ଧା ଭୁବନେଶ୍ୱରରେ ତାପମତ୍ରା ୩୦.୨ ଡିଗ୍ରି ସେଲସିୟସ ରେକର୍ଡ କରାଯାଇଛି । ଏଥିସହ ଆର୍ଦ୍ରତା ୯୬ ପ୍ରତିଶତ ରହିଛି । ଆଗାମୀ ୨୪ ଘଣ୍ଟା ମଧ୍ୟରେ ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼,…

ରାଜ୍ୟରେ ବଢୁଛି ତାତି: ଦିନ ସାଢେ ୧୧ଟା ସୁଦ୍ଧା ସମ୍ବଲପୁର ଓ ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ ସହର

ଭୁବନେଶ୍ୱର (କେନ୍ୟୁଜ): ଡେଉଁଛି ପାରଦ । ରାଜ୍ୟରେ ବଢୁଛି ତାତି । ଜଳୁଛି ରାଜଧାନୀ। ଦିନ ସାଢେ ୧୧ଟା ସୁଦ୍ଧା ତାପମାତ୍ରା ୩୭ ଡିଗ୍ରୀ ସେଲସିୟସ୍‌ ଛୁଇଁଛି। ସମ୍ବଲପୁର ଓ ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ ସହର ପାଲଟିଛି। ଏଠାରେ ତାପମାତ୍ରା ୩୯.୪ ଡିଗ୍ରୀ ରେକର୍ଡ କରାଯାଇଛି। ହୀରାକୁଦରେ ୩୯.୨,…