Below header
Browsing Tag

bhubaneswar temperature

ପ୍ରଚଣ୍ଡ ତାତିରେ କଲବଲ ହେଲାଣି ଓଡ଼ିଶା, ଦୁଇ ତିନି ଦିନ ଭିତରେ ୪୩ ଡିଗ୍ରୀ ଛୁଇଁବ ପାରା

ଭୁବନେଶ୍ୱର (କେନ୍ୟୁଜ): ଆଜିଠୁ ଆହୁରି ଜଳିବ ଓଡ଼ିଶା । ରାଜ୍ୟରେ ଦିନକୁ ଦିନ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ଅସହ୍ୟ ଗରମରେ ଆଉଟୁ ପାଉଟୁ ହେଉଛନ୍ତି ରାଜ୍ୟବାସୀ। ଉପାନ୍ତରୁ ଉପକୂଳ ଓଡ଼ିଶା ପର୍ଯ୍ୟନ୍ତ ଲୋକଙ୍କୁ ଗରମରୁ ନିସ୍ତାର ମିଳୁନାହିଁ। ଏଣେ ଆଭ୍ୟନ୍ତରୀଣ ଏବଂ ପଶ୍ଚିମ ଓଡ଼ିଶାରେ…

ଆଜିଠୁ ପ୍ରବଳ ଖରା : ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବ ତାପମାତ୍ରା

ଭୁବନେଶ୍ୱର (କେନ୍ୟୁଜ): ଆଜିଠୁ ପ୍ରବଳ ଖରା। ରାଜ୍ୟରେ ଆସନ୍ତା ୨ ଦିନରେ ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବ ତାପମାତ୍ରା। ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପାଗ ସଂପୂର୍ଣ୍ଣ ଶୁଖିଲା ଓ ଖରାଟିଆ ରହିବ। ତାତିରେ ସିଝୁଛି ରାଜଧାନୀ। ଆଜି ଦିନର ସର୍ବୋଚ୍ଚ ତାପମାତ୍ରା ୩୬ ଡିଗ୍ରୀ ରହିବ ବୋଲି…

ଫେବ୍ରୁଆରୀରେ ଅସହ୍ୟ ହେଲାଣି ତାତି, ଭୁବନେଶ୍ୱରରେ ୩୭ ଡିଗ୍ରୀ ଡେଇଁଲା ତାପମାତ୍ରା

ଭୁବନେଶ୍ୱର (କେନ୍ୟୁଜ): ଡେଉଁଛି ପାରଦ । ଫେବ୍ରୁଆରୀରେ ଅସହ୍ୟ ହେଲାଣି ତାତି । ରାଜ୍ୟର ବିଭିନ୍ନ ସ୍ଥାନରେ ଦିନର ତାପମାତ୍ରା ବଢ଼ି ଚାଲିଛି । ରାଜଧାନୀରେ ଟାଇଁ ଟାଇଁ ଖରା । ଭୁବନେଶ୍ୱରରେ ୩୭ ଡିଗ୍ରୀ ପାର କରିଛି ପାରଦ । ଆଜି ଦିନ ସାଢ଼େ ୨ଟା ସୁଦ୍ଧା ଭୁବନେଶ୍ୱରରେ ତାପମାତ୍ରା ୩୭.୬ ଡ଼ିଗ୍ରୀ…