Below header

ବିନା ଅନୁମତିରେ ବଣ୍ଡା ଘାଟୀରେ ବୁଲି ଇଟାଲୀୟ ଦମ୍ପତି ଅଟକ

ମାଲକାନଗିରି (କେନ୍ୟୁଜ୍) : ବଣ୍ଡାଘାଟିରେ ଇଟାଲୀ ଦମ୍ପତି । ବିନା ଅନୁମତିରେ ଇଟାଲି ପର୍ଯ୍ୟଟକ ବଣ୍ଡା ଘାଟିରେ ବୁଲୁଥିଲେ । ତେବେ ଖବର ପାଇଁ ଜିଲ୍ଲା ପ୍ରଶାସନ ଉଭୟଙ୍କୁ ଅଟକ ରଖି ପଚରାଉଚରା କରିବା ପରେ ଛାଡି ଦେଇଥିଲା । ବଣ୍ଡାଘାଟିରେ ବିଦେଶୀ ପର୍ଯ୍ୟଟକଙ୍କ ପ୍ରବେଶ ଉପରେ କଟକଣା ଥିବାରୁ ଏମାନଙ୍କୁ ପୋଲିସ ତାଗିତ କରିଛି । କିଛି ଦିନ ତଳେ ଏହି ଅଞ୍ଚଳରେ ମାଓବାଦୀ ହିଂସାକାଣ୍ଡ ଘଟାଇଥିଲେ । ଏହା ପରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ତେବେ ବିଦେଶୀ ପର୍ଯ୍ୟଟକ କିଭଳି ପ୍ରବେଶ କଲେ ତାହା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.