ଜଗା,ବଳିଆଙ୍କୁ ଭୁବନେଶ୍ବର ଆଣିବାକୁ ଅନୁମତି ମାଗିଲେ ବାପା

ଭୁବନେଶ୍ବର(କେନ୍ଯୁଜ୍) : ଜଗା,ବଳିଆଙ୍କୁ ଭୁବନେଶ୍ବର ଆଣି ଚିକିତ୍ସା କରାଇବାକୁ ପ୍ରସ୍ତୁତ ଥିବା କହିଛିନ୍ତି ବାପା ଭୂଇଁଆ କହଁର । ଜଗାର ସ୍ୱାସ୍ଥ୍ୟ ଭଲ ଅଛି । ବଳିଆକୁ ୧୫ ଦିନ ହେବ ଜ୍ୱର ଛାଡ଼ୁନି । ତେବେ ସେମାନେ ଆଉ ଦିଲ୍ଲୀ ଏମ୍‌ସରେ ରହିବାକୁ ଚାହୁଁ ନାହନ୍ତି ବୋଲି ସୂଚନା ଦେଇଛନ୍ତି ଜଗା ବଳିଆଙ୍କ ବାପା । ତାଙ୍କୁ ଏମସ୍‌ ଛାଡିବାକୁ ଅନୁମତି ଦିଆଯାଉ ବୋଲି ସେ ଅନୁରୋଧ କରିଛନ୍ତି । ଏଥିସହ ସହାୟତା ପାଇଁ ସେ ମୁଖ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ପ୍ରଭୁ ଜଗନ୍ନାଥ ଏବଂ ଓଡ଼ିଶାବାସୀଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.