Below header

କିସରେ ଜଗତଗୁରୁ ଶଙ୍କରାଚାଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ, ଶ୍ରୀବାଣୀ କ୍ଷତ୍ରରେ ଦିଆଗଲା ଭବ୍ୟ ସମ୍ବର୍ଦ୍ଧନା

କିସ୍‌ ପରିସରରେ ଜଗତଗୁରୁ ଶଙ୍କରାଚାଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ । ଜଗତଗୁରୁ ଭୁବନେଶ୍ୱରରେ ପହଁଚିବା ପରେ ତାଙ୍କୁ କିସ୍‌ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ହରେକୃଷ୍ଣ ଶତପଥୀ ଉପସ୍ଥିତ ରହି ସ୍ୱାଗତ କରିଥିଲେ । ପରେ ସେ ଭୁବନେଶ୍ୱରରେ ଥିବା ଶ୍ରୀବାଣୀ କ୍ଷତ୍ରରେ ପହଁଚିବା ପରେ ସେଠାରେ ଉପସ୍ଥିତ ଥିବା ଭକ୍ତମାନେ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ । ଶଙ୍କରାଚାର୍ଯ୍ୟ ଶ୍ରୀବାଣୀକ୍ଷେତ୍ରସ୍ଥିତ ସନ୍ଥନିବାସରେ ୧୦ ଦିନ ଧରି ବିଶ୍ରାମ ନେବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.