ରାଜସ୍ଥାନରୁ ପାଦରେ ଚାଲି ଚାଲି ଭାରତ ଭ୍ରମଣ, ୩ ଶିଷ୍ୟଙ୍କ ସହ ଓଡ଼ିଶାରେ ପହଞ୍ଚିଛନ୍ତି ଜୈନ ଧର୍ମର ମୁନିଶ୍ରୀ ଜିନେଶ କୁମାର

କଣ୍ଟାମାଳ(କେନ୍ଯୁଜ୍): ରାଜସ୍ଥାନରୁ ପାଦରେ ଚାଲି ଚାଲି ଭାରତ ଭ୍ରମଣ । ଜୈନ ଧର୍ମର ମୁନିଶ୍ରୀ ଜିନେଶ କୁମାର ରାଜସ୍ଥାନରୁ ବାହାରି ହାଇଦ୍ରାବାଦ ଦେଇ ଓଡ଼ିଶାରେ ପହଞ୍ଚିଛନ୍ତି । ସାଥିରେ ଅହିଂସାର ବାର୍ତ୍ତା ନେଇ ଯାତ୍ରା କରୁଛନ୍ତି । ମୁନିଶ୍ରୀଙ୍କ ସହ ତାଙ୍କର ୩ ଶିଷ୍ୟ ମଧ୍ୟ ଭ୍ରମଣ କରୁଛନ୍ତି ।

ଏହାପରେ ଭୁବନେଶ୍ୱରରୁ ସେମାନେ କଲିକତା ଅଭିମୁଖେ ଯାତ୍ରା କରିବେ । ମନମୁଣ୍ଡା ସ୍ଥିତ ତେଲ ନଦୀ ବ୍ରିଜ ସମ୍ମୁଖରେ ସ୍ୱଚ୍ଛ ଭାରତ ସୋନପୁର ମନମୁଣ୍ଡାର ଉପଦେଷ୍ଟା ରାମଚନ୍ଦ୍ର ଅଗ୍ରୱାଲ ସେମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.