Below header

ଜୀବନ ରଖିଲେ ଯବାନ, ଜଙ୍ଗଲରେ ପଡ଼ି ଛଟପଟ ହେଉଥିବା ବୃଦ୍ଧାଙ୍କୁ ତିନି କିଲୋମିଟର ଭାରରେ ବୋହି ଆଣିଲେ ସିଆରପିଏଫ ଯବାନ

ଅସୁସ୍ଥତା ହେତୁ ଜଙ୍ଗଲରେ ପଡ଼ି ରହିଥିଲା ବୃଦ୍ଧା।  ଏହା ଦେଖି ସିଆରପିଏଫ ଯବାନ ମାନେ ପ୍ରାୟ ତିନି କିଲୋମିଟର ଭାରରେ ବୋହି ଆଣିଥିଲେ । ପରେ ନିଜ ଗାଡିରେ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣି ଚିକିତ୍ସା କରାଇଥିଲେ ।

କନ୍ଧମାଳ(କେନ୍ୟୁଜ୍): ସିଆରପିଏଫ ଯବାନ ମାନଙ୍କ ପାଇଁ ବଞ୍ଚିଗଲା ୬୫ ବର୍ଷ ବୟସର ବୃଦ୍ଧାଙ୍କ  ଜୀବନ । ଅସୁସ୍ଥତା ହେତୁ ଜଙ୍ଗଲରେ ପଡ଼ି ରହିଥିଲା ବୃଦ୍ଧା।  ଏହା ଦେଖି ସିଆରପିଏଫ ଯବାନ ମାନେ ପ୍ରାୟ ତିନି କିଲୋମିଟର ଭାରରେ ବୋହି ଆଣିଥିଲେ । ପରେ ନିଜ ଗାଡିରେ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣି ଚିକିତ୍ସା କରାଇଥିଲେ । ଏହି  ଘଟଣା ଘଟିଛି ଗୋଛା ପଡ଼ା ଥାନା ବରହଲା ଜଙ୍ଗଲରେ । ଯବାନମାନଙ୍କ ଏଭଳି  କାମ ପାଇଁ ଅଞ୍ଚଳବାସୀଙ୍କ ତରଫରୁ ପ୍ରଶଂସା କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.