ଚାକିରି ଦେବା ନାଁରେ ଆଶାୟୀଙ୍କ ଠାରୁ ଚାରି ଲକ୍ଷ ଟଙ୍କା ଠକିନେଲା ଠକ, ଭୁବନେଶ୍ବରରୁ ଗିରଫ କଲାକାଲିମେଳା ପୋଲିସ

ଗ୍ରାହକଙ୍କ ଠାରୁ ଚାରି ଲକ୍ଷ ଅଠେଇ ହଜାର ଟଙ୍କା ଚାକିରି ଦେବା ନାଁରେ ନେଇଥିଲା।  ପୂର୍ବରୁ ବହୁ ଥାନାରେ ଅଭିଯୋଗ ରହିଥିଲା । ଗୋଟିଏ କାର , ୮ ଟି ସ୍ମାର୍ଟ ମୋବାଇଲ ପେମେଣ୍ଟ ମେସିନ ଓ ଦୁଇଟି ମୋବାଇଲ ଜବତ କରି କୋର୍ଟ ଚାଲାଣ କରିଛି କାଲିମେଳା ପୋଲିସ।

କାଲିମେଳା(କେନ୍ୟୁଜ୍): ଚାକିରି ଦେବା ନାଁରେ ଠକେଇ, ଜଣେ ଗିରଫ ହୋଇ କୋର୍ଟ ଚାଲାଣ। ଗିରଫ ବ୍ୟକ୍ତି ଜଣକ ଭୁବନେଶ୍ୱରର ସୁରେଶ କୁମାର ପଣ୍ଡା । ଗ୍ରାହକଙ୍କ ଠାରୁ ଚାରି ଲକ୍ଷ ଅଠେଇ ହଜାର ଟଙ୍କା ଚାକିରି ଦେବା ନାଁରେ ନେଇଥିଲା।  ପୂର୍ବରୁ ବହୁ ଥାନାରେ ଅଭିଯୋଗ ରହିଥିଲା । ଗୋଟିଏ କାର , ୮ ଟି ସ୍ମାର୍ଟ ମୋବାଇଲ ପେମେଣ୍ଟ ମେସିନ ଓ ଦୁଇଟି ମୋବାଇଲ ଜବତ କରି କୋର୍ଟ ଚାଲାଣ କରିଛି କାଲିମେଳା ପୋଲିସ। କେଉଁଠି ରହୁଥିଲା କିଏ ସବୁ ସମ୍ପୃକ୍ତ ଅଛନ୍ତି ଅଧିକ ତଦନ୍ତ କରୁଛି କାଲିମେଳା ପୋଲିସ।  ସୂଚନା ଦେଇଛନ୍ତି କାଲିମେଳା ଥାନା ଭାର ପ୍ରାପ୍ତ ଅଧିକାରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.