Below header

ବାଲେଶ୍ୱରରେ ଟ୍ରେନ ଦୁର୍ଘଟଣାଗସ୍ତ, କିଛି ଯାତ୍ରୀ ଆହତ ହୋଇଥିବା ସୂଚନା

କରୁ କରମଣ୍ଡଳ ଏକ୍ସପ୍ରେସ ଖସିବା ପରେ କିଛି ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି । ଘଟଣା ସ୍ଥଳରେ ଫାୟାର ଟିମ୍ ଓ ରେଳ କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।

କେନ୍ୟୁଜ୍(ବ୍ୟୁରୋ): ବାଲେଶ୍ୱର ଜିଲ୍ଲା ବାହାନଗା ପଣପଣା ନିକଟରେ କରମଣ୍ଡଳ ଏକ୍ସପ୍ରେସ ଟ୍ରେନ ଲାଇନଚ୍ୟୁତ । ଟ୍ରାକରୁ କରମଣ୍ଡଳ ଏକ୍ସପ୍ରେସ ଖସିବା ପରେ କିଛି ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି । ଘଟଣା ସ୍ଥଳରେ ଫାୟାର ଟିମ୍ ଓ ରେଳ କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ବର୍ତ୍ତମାନ ସୁଦ୍ଧା କେତେ ଜଣ ଗୁରୁତର ହୋଇଛନ୍ତି ତାହାର ରିପୋର୍ଟ ଆସିନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.