Below header

ଘର ଭିତରୁ ଉଦ୍ଧାର ହେଲା ୧୩ଫୁଟର ଅହିରାଜ, ଦେଖିଲେ ଦେହ ଶୀତେଇ ଯିବ

ଢେଙ୍କାନାଳା(କେନ୍ୟୁଜ୍): ଢେଙ୍କାନାଳ ସହରର ଦେଉଳସାହି ଅଞ୍ଚଳରୁ ଜଣଙ୍କ ଘର ଭିତରୁ ଉଦ୍ଧାର ହେଲା ୧୩ଫୁଟର ଅହିରାଜ । ସାପଟି ନିକଟସ୍ଥ ପାଣିଓହଳା ପାହାଡରୁ ଗୋଧି ଶିକାର ପାଇଁ ପଳେଇ ଆସିଥିବା  ଜଣା ପଡିଛି । ସହରର ବରିଷ୍ଠ ଚିତ୍ରଶିଳ୍ପୀ, ସାହିତ୍ୟଙ୍କ ପରେଶ ପଟ୍ଟନାୟକଙ୍କ ଘରେ ପଶିଯାଇଥିଲା ଅହିରାଜ ।

king cobra

ଅହିରାଜକୁ ଦେଖି ଭୟଭୀତ ହୋଇଯାଇଥିଲେ ପରିବାର ସଦସ୍ଯ। ସାପଟି ଘରର ଏକ ଆଲମୀରା ପଛ ପାଖେ ଲୁଚି ରହିଥିଲା। ସ୍ନେକ ହେଲପ ଲାଇନର  ସଦସ୍ଯ ମାନେ ଆସି ସାପଟିକୁ ସୁରକ୍ଷିତ ଭାବରେ ଉଦ୍ଧାର କରି ନିକଟସ୍ଥ ଜଙ୍ଗଲରେ ଛାଡିଦେଇଛନ୍ତି । ଏଥିରେ କାହାର କୌଣସି କ୍ଷତି ହୋଇନଥିବା ସୂଚନା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.