ସାପକୁ କ୍ଷୀର ପିଆଇବା ଠିକ୍ ନା ଭୁଲ, ସତ ଜାଣିଲେ ହେବେ ଆଶ୍ଚର୍ଯ୍ୟ
କେବଳ ଫିଲ୍ମରେ ନୁହେଁ ଅସଲ ଜୀବନରେ ମଧ୍ୟ ଲୋକମାନେ ସାପକୁ କ୍ଷୀର ପିଇବାକୁ ଦିଅନ୍ତି । ନାଗପଞ୍ଚମୀ, ଶିବରାତ୍ରି କିମ୍ବା ଶ୍ରାବଣ ମାସ ସୋମବାରରେ ଏପରି ଦୃଶ୍ୟ ଦେଖିବାକୁ ମିଳେ । ବହୁ ସଂଖ୍ୟକ ଲୋକ ଭକ୍ତିରେ ସାପମାନଙ୍କୁ କ୍ଷୀର ପିଇବାକୁ ଦେଇଥାନ୍ତି । ଏହା ମଧ୍ୟ ସିଧାସଳଖ ହିନ୍ଦୁ ଧର୍ମ…