Browsing Tag

cobra snake

ନାଗ ହତ୍ୟାର ପ୍ରତିଶୋଧ ନେଲା କି ନାଗୁଣୀ ?

ଦର୍ଶକବନ୍ଧୁ ଆପଣ ସାପ ଆଉ ସାପ କାହାଣୀକୁ ନେଇ ଅନେକ କଥା ଶୁଣିଥିବେ । ଏମିତିକି ଟେଲିଭିଜନରେ ବି ଅନେକ ସିରିଏଲ ଫିଲ୍ମ ଦେଖୁଥିବେ । ଏହି କଥା ଓ ଚିତ୍ରକୁ ଆପଣ ମାନେ ବହୁତ ହିଁ ଉପଭୋଗ କରନ୍ତି ଆଉ ତାକୁ ନେଇ ପ୍ରଶ୍ନ ବି ମନରେ ଆସେ ସତରେ କଣ ଏମିତି ହୋଇପାରେ । ତାର ବାସ୍ତବ ଚିତ୍ର ଏବେ…

ଆଶ୍ଚର୍ଯ୍ୟ! ୪ ବର୍ଷର ପିଲାକୁ କାମୁଡ଼ିବା ପରେ ନିଜେ ମରିଗଲା କିଙ୍ଗ୍‌ କୋବ୍ରା

ବିହାର: ଦୁନିଆରେ ବେଳେବେଳେ ଏମିତି ଅଦ୍ଭୁତ କଥା ଘଟେ, ଯାହା ସମସ୍ତଙ୍କୁ ଚକିତ କରିଦିଏ। ଏବେ ବିହାରର ଗୋପାଳଗଞ୍ଜରେ ସାମ୍ନାକୁ ଆସିଛି ସେଭଳି ଏକ ଘଟଣା। ଏଠାରେ ଏକ ବିଷାକ୍ତ ସାପ ଏକ ୪ ବର୍ଷର ପିଲାକୁ କାମୁଡ଼ି ଦେଇଥିଲା। କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି କାମୁଡ଼ିବାର କିଛି ସମୟ ପରେ ସାପର…

ଘର ଭିତରୁ ଉଦ୍ଧାର ହେଲା ୧୩ଫୁଟର ଅହିରାଜ, ଦେଖିଲେ ଦେହ ଶୀତେଇ ଯିବ

ଢେଙ୍କାନାଳା(କେନ୍ୟୁଜ୍): ଢେଙ୍କାନାଳ ସହରର ଦେଉଳସାହି ଅଞ୍ଚଳରୁ ଜଣଙ୍କ ଘର ଭିତରୁ ଉଦ୍ଧାର ହେଲା ୧୩ଫୁଟର ଅହିରାଜ । ସାପଟି ନିକଟସ୍ଥ ପାଣିଓହଳା ପାହାଡରୁ ଗୋଧି ଶିକାର ପାଇଁ ପଳେଇ ଆସିଥିବା  ଜଣା ପଡିଛି । ସହରର ବରିଷ୍ଠ ଚିତ୍ରଶିଳ୍ପୀ, ସାହିତ୍ୟଙ୍କ ପରେଶ ପଟ୍ଟନାୟକଙ୍କ ଘରେ ପଶିଯାଇଥିଲା…

ଓଡ଼ିଶା: ଛୋଟ ଜୀବନ୍ତ କୋବ୍ରା ସାପକୁ ଗିଳିଲା ବଡ଼ ବିଷଧର କୋବ୍ରା, ଭିଡିଓ ହେଉଛି ଭାଇରାଲ

ଓଡ଼ିଶାର ରାଜଧାନୀ ଭୁବନେଶ୍ୱର ଉପକଣ୍ଠ ସ୍ଥିତ ବାଳକାଟୀରେ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ କନଷ୍ଟ୍ରସନ୍ କାମ ଚାଲିଥିôବା ସମୟରେ ୪ ଫୁଟ ଲମ୍ବା କୋବ୍ରା ସାପ ଦେଖିବାକୁ ମିଳିଥିଲା । କେବଳ ଏତିକି ନୁହେଁ, ଏହା ଅନ୍ୟ ଏକ ୪ ଫୁଟର କୋବ୍ରାକୁ…

ଫ୍ରେଶ ହେବାକୁ ଯାଇଥିଲେ ବାଥରୁମ, ତ ହଠାତ ଟଏଲେଟ ସିଟ ଭିତରୁ ଫଣା ଟେକି ବାହାରି ଆସିଲା ନାଗ, ଆଉ…

ଆପଣ ନିଜ ବାଥରୁମରେ ସାମାନ୍ୟ ଝିଟିପିଟି କି ଅସରପା ଦେଖିଲେ ଡରି ଯାଆନ୍ତି। କିନ୍ତୁ ଥରେ ଭାବନ୍ତୁ ତ, ଯଦି କେବେ ସାପ ଆପଣଙ୍କ ହାବୁଡ଼ରେ ପଡିଯିବ, ତା'ହେଲେ ଆପଣଙ୍କ ଅବସ୍ଥା କ'ଣ ହେବ? ଠିକ ଏମିତି ହିଁ ଏକ ଘଟଣା ଘଟିଛି ରାଜସ୍ଥାନର ଜଣେ ବ୍ୟକ୍ତିଙ୍କ ସହିତ। ପୁଷ୍କର ନିକଟସ୍ଥ ଏକ ଗାଁରେ…

ବିଷଧର ନାଗ ସାପର ମୁହଁରେ ଅଠା ମାରିଲା କିଏ? ଏବେ ହେଉଛି ଅପରେସନ୍‌

ଭୁବନେଶ୍ୱର (କେନ୍ୟୁଜ୍‌) : ନାଗ ସାପର କରାଯାଉଛି ଅପରେସନ୍‌। କାରଣ ତାର ମୁହଁ ବନ୍ଦ ହୋଇ ଯାଇଛି । କେହି ବ୍ୟକ୍ତି ଏହି ବିଷଧର ସାପ ମୁହଁରେ ଫେଭିକୁଇକ୍‌ ଅଠା ମାରି ଦେଇଛି । ଯାହାଫଳରେ ସାପରଟିର ମୁହଁ ବୁଜି ହୋଇ ଯାଇଛି । ଯେତେ ଚେଷ୍ଟା କଲେ ମଧ୍ୟ ମୁହଁ ଖୋଲି ପାରୁନି । ଏକଥା ଜଣାପଡ଼ିବା…

ଢେଙ୍କାନାଳ ଫାଶିଗାଁରେ ୧୪ ଫୁଟ୍ ଲମ୍ବା ଏବଂ ୨୦ କେଜି ଓଜନର ଅହିରାଜ ସାପ ଉଦ୍ଧାର

ଢେଙ୍କାନାଳ: ଢେଙ୍କାନାଳ ଓଡାପଡା ବ୍ଳକ୍ ଫାଶିଗାଁ ପୋଖରୀ ନିକଟରୁ ଗୋଟିଏ ଅହିରାଜ ସାପ ଉଦ୍ଧାର ହୋଇଛି । ବନ ବିଭାଗ ସହାୟତାରେ ସାପଟିକୁ ଉଦ୍ଧାର କରାଯାଇ ଜଙ୍ଗଲ ଭିତରକୁ ଛାଡିଦିଆଯାଇଛି । ଗତକାଲି ଫାଶିଗାଁ ଗ୍ରାମର ପୋଖରୀ ପାଖରେ ଦୁଇଟି ସାପ ଖେଳୁଥିବା ଦେଖି ଗ୍ରାମବାସୀ ବନ ବିଭାଗ ଏବଂ ସାପ…

ଢେଙ୍କାନାଳ : ଆକଟିଭାରେ ଶୋଇଥିଲା ନାଗ ସାପ, କେମିତି ଉଦ୍ଧାର ହେଲା ଦେଖନ୍ତୁ ଭିଡିଓ

ଢେଙ୍କାନାଳ (କେ ନ୍ୟୁଜ୍‌) : ଦୁଇ ଚକିଆ ଅକଟିଭା ଗାଡ଼ିରେ ଲୁଚି ରହିଥିଲା ବିଷଧର ନାଗସାପ । ଢେଙ୍କାନାଳ ମହିଷାପାଟ ସ୍ଥିତ ରେଙ୍ଗାଳି କଲୋନୀରେ ଏହି ଘଟଣା ଘଟିଛି । ଗାଡ଼ି ଭିତରେ ସାପଟି ପଶି ରହିଥିବା ସେଠାକାର ଜଣେ ବ୍ୟକ୍ତି ଦେଖିବା ପରେ ଗାଡ଼ି ମାଲିକଙ୍କୁ ଡାକିଥିଲେ । ପ୍ରଥମେ ସେ ବିଶ୍ୱାସ…

ମୟୂରଭଞ୍ଜ: ଆର୍‌ଡି ଅଫିସ କାର୍ଯ୍ୟାଳୟ ନିକଟରୁ ଅଜଗର ସାପ ଉଦ୍ଧାର

ମୟୂରଭଞ୍ଜ (କେନ୍ୟୁଜ୍): ମୟୂରଭଞ୍ଜ ଜିଲ୍ଲା ସୁକୃଲି ବ୍ଲକ ଆର୍‌ଡି ଅଫିସ କାର୍ଯ୍ୟାଳୟ ନିକଟରୁ ଅଜଗର ସାପ ଉଦ୍ଧାର । ସାପକୁ ଦେଖି ଲୋକେ ଭୟଭୀତ ହୋଇଯାଇଥିଲେ । ପରେ ବନବିଭାଗ ପକ୍ଷରୁ ସାପକୁ ଉଦ୍ଧାର କରି ଜଙ୍ଗଲରେ ଛାଡିଦିଆଯାଇଛି ।

ଫସଲ ରକ୍ଷା ପାଇଁ ବିଛା ଯାଇଥିବା ଜାଲରେ ଫସିଲା ୫ ଫୁଟିଆ ନାଗ ସାପ, ଗର୍ଜନରେ ଡରିଗଲେ ଲୋକେ

ବାଲେଶ୍ଵର (କେନ୍ୟୁଜ୍‌) : ଜାଲ ଭିତରେ ଫସିଲା ନାଗ ସାପ। ନୀଳଗିରି ବ୍ଳକର ନରଣପୁର ଗ୍ରାମରେ ଭାଗିରଥ ରାଉତଙ୍କ ବାଡ଼ିରେ ଫସଲକୁ ସୁରକ୍ଷା ଦେବାପାଇଁ ବିଛା ଯାଇଥିବା ଜାଲରେ ଏକ ୫ ଫୁଟିଆ ନାଗ ସାପ ଫସିଯାଇଥିଲା। ଜାଲରେ ଫସିଯାଇଥିବା କାରଣରୁ ନାଗ ସାପ ଗର୍ଜ୍ଜନ କରିଥିଲା। ସାପର ଗର୍ଜନ ଏକେ…