ନାଗସାପର ଦାନ୍ତ ଭାଙ୍ଗୁଥିବା ଭିଡ଼ିଓ ଭାଇରାଲ

ବଲାଙ୍ଗିର (କେନ୍ୟୁଜ୍): ନାଗସାପର ଦାନ୍ତ ଭାଙ୍ଗୁଥିବା ଭିଡ଼ିଓ ଭାଇରାଲ । ବଲାଙ୍ଗିର ବିଳେଇସରଡ଼ା ଗାଁରେ କିଛି ବ୍ୟକ୍ତି ନାଗସାପର ଦାନ୍ତ ଭାଙ୍ଗୁଥିବା ଭିଡ଼ିଓ ଭାଇରାଲ ହୋଇଛି । ନାଗସାପର ଦାନ୍ତକୁ ଭାଙ୍ଗି ,ତା’ର ସୁଟିଂ କରାଯାଇ ଭାଇରାଲ କରାଯାଇଛି । ଗତକାଲି ବିଳେଇସରଡ଼ା ଗାଁରୁ ଏକ ନାଗସାପ ମଧ୍ୟ ଉଦ୍ଧାର କରାଯାଇଛି । ଏପରି ଘଟଣାକୁ ସୋସିଆଲ ମିଡ଼ିଆରେ ନିନ୍ଦା କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.