କିଟ ସ୍କୁଲ ଅଫ ଲ’ରେ ଜାତୀୟ ସମ୍ବିଧାନ ଦିବସ

ଆଜି ଜାତୀୟ ସମ୍ବିଧାନ ଦିବସ । କିଟ ସ୍କୁଲ ଅଫ ଲ'ରେ ଜାତୀୟ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି ।

ଆଜି ଜାତୀୟ ସମ୍ବିଧାନ ଦିବସ । କିଟ ସ୍କୁଲ ଅଫ ଲ’ରେ ଜାତୀୟ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ପୁରୀ ସାସଂଦ ପିନାକୀ ମିଶ୍ର ଯୋଗ ଦେଇଥିଲେ । ସମ୍ବିଧାନ ବାବଦରେ କିଟ୍ ସ୍କୁଲ ଅଫ ଲ ଛାତ୍ରଛାତ୍ରୀଙ୍କୁ ସେ ବୁଝାଇଥିଲେ । କାର୍ଯ୍ୟକ୍ରମରେ କିଟ୍ କୁଳପତି ଶରଣଜିତ ସିଂ, କିଟ ସ୍କୁଲ ଅଫ ଲ’ ନିର୍ଦ୍ଦେଶିକା ଡକ୍ଟର ରୋଜ ଭର୍ଗୀଜ, ଡକ୍ଟର ଏନ୍. ଏଲ୍ ମିତ୍ରା, ରେଜିଷ୍ଟ୍ରାର୍ ଡକ୍ଟର ପ୍ରଫେସର ଜ୍ଞାନରଞ୍ଜନ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.