Below header

କଟକ ବାଲିଯାତ୍ରାରେ କିସ୍ ଛାତ୍ରଛାତ୍ରୀଙ୍କ ନୃତ୍ୟ ପରିବେଷଣ

କଟକ(କେନ୍ୟୁଜ୍): କଟକ ବାଲିଯାତ୍ରାରେ କିସ୍ ଛାତ୍ରଛାତ୍ରୀଙ୍କ ନୃତ୍ୟ ପରିବେଷଣ। ମହାନଦୀ ପଠାରେ ମଞ୍ଚ ଉପରେ ୨ଟି ଗୀତରେ ନୃତ୍ୟ ପରିବେଷଣ କରିଥିଲେ ଛାତ୍ରଛାତ୍ରୀ । ୨ଟି ନୃତ୍ୟରୁ ଓଡ଼ିଶୀ ନୃତ୍ୟର ସଂଗୀତକୁ କିସ କୁଳପତି ଡ. ହରେକୃଷ୍ଣ ଶତପଥୀ ରଚନା କରିଛନ୍ତି । ଛାତ୍ରଛାତ୍ରୀଙ୍କ ନୃତ୍ୟ ଦେଖିବାକୁ ବହୁ ଦର୍ଶକ ଉପସ୍ଥିତ ଥିଲେ । ବହୁ ବୁଦ୍ଧିଜୀବୀ ଏହାକୁ ଦେଖି ପ୍ରଶଂସା କରିଥିଲେ। ଏଭଳି ସୁଯୋଗ ପାଇ କିସ ଛାତ୍ରଛାତ୍ରୀମାନେ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.