ସ୍ତ୍ରୀ କରିଛି ସାବିତ୍ରୀ ବ୍ରତ: ପୂଜା ପାଇଁ ଜେଲରୁ ଫେରାର ହେଲେ କଏଦୀ

କୋରାପୁଟ ମଣ୍ଡଳ କାରଗାରର ଫେରାର କଏଦୀ ଗିରଫ। ଅସୁସ୍ଥ ଆଳ ଦେଖାଇ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବା କଏଦୀ କୋରାପୁଟ ହସ୍ପିଟାଲରୁ ଗତକାଲି ଫେରାର ହୋଇଯାଇଥିଲେ। ଗତ କାଲି ମଧ୍ୟରାତ୍ରରେ ରାୟଗଡ ଜିଲ୍ଲାରୁ ଗିରଫ କରିଛି ପୋଲିସ ।

କୋରାପୁଟ (କେନ୍ୟୁଜ): କୋରାପୁଟ ମଣ୍ଡଳ କାରଗାରର ଫେରାର କଏଦୀ ଗିରଫ। ଅସୁସ୍ଥ ଆଳ ଦେଖାଇ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବା କଏଦୀ କୋରାପୁଟ ହସ୍ପିଟାଲରୁ ଗତକାଲି ଫେରାର ହୋଇଯାଇଥିଲେ। ଗତ କାଲି ମଧ୍ୟରାତ୍ରରେ ରାୟଗଡ ଜିଲ୍ଲାରୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତ ଜଣକ ମାଛକୁଣ୍ଡ ଅଂଚଳର ଚିଣ୍ଟୁ ନିରକି । ଫେରାର ହେବାରେ ସହଯୋଗ କରିଥିବା ଚିଣ୍ଟୁର ସ୍ତ୍ରୀକୁ ଅଟକ ରଖିଛି କୋରାପୁଟ ଟାଉନ ପୋଲିସ । ସାବିତ୍ରୀ ଅମାବାସ୍ଯା ପୂଜା କରିବା ପାଇଁ ସ୍ବାମୀକୁ ଫେରାର କରାଇବାରେ ସ୍ତ୍ରୀ ସହଯୋଗ କରିଥିବା ଅଭିଯୋଗ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.