Below header

ଆଜିଠୁ ରାଜ୍ୟସ୍ତରୀୟ କୃଷି ମହୋତ୍ସବ , ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର(କେନ୍ୟୁଜ୍) : ଆଜି ଭୁବନେଶ୍ୱରରେ ଆୟୋଜିତ ହେଉଛି ରାଜ୍ୟସ୍ତରୀୟ କୃଷି ମହୋତ୍ସବ- କୃଷି ଓଡ଼ିଶା । ଏଥିପାଇଁ ବରମୁଣ୍ଡା ପଡ଼ିଆରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଏହାକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହଜାର ହଜାର ସଂଖ୍ୟାରେ କୃଷକ ଏଥିରେ ସାମିଲ ହେବେ । ଏଠାରେ ପ୍ରଦର୍ଶିତ ହେବ ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ କୃଷିଯନ୍ତ୍ରାଂଶ । କୃଷକଙ୍କ ପାଇଁ ରହିଛି ପାଠଶାଳା । ନୂଆକରି ଲାଗୁ ହୋଇଥିବା କାଳିଆ ଯୋଜନା ସମ୍ପର୍କରେ ଚାଷୀଙ୍କୁ ଅବଗତ କରାଯିବ । ୧୯ ତାରିଖ ପର‌୍ୟ୍ୟନ୍ତ ଏହି ଉତ୍ସବ ଚାଲିବ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.